ଦଶଟି ରୁପରେ ଦର୍ଶନ ଦେଲେ ମା ଜଗଦମ୍ବା
ଭୁବନେଶ୍ୱର: ଭୁବନେଶ୍ୱର ପୁରୁଣା ବସଷ୍ଟାଣ୍ଡରେ ଥିବା ମା ଜଗଦମ୍ବା ମନ୍ଦିରରେ କାଳୀପୁଜାଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ ପୁଜାନିତୀ ।୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ନିତୀ ରେ ରହିଛି ସ୍ୱତନ୍ତତା ।ଏହି ଦିନମାନଙ୍କରେ ମା ଜଗଦମ୍ବା ଦଶଟିରୁପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି…