ବଜ୍ରପାତରେ ୩ ନାବାଳକଙ୍କ ମୃତ୍ୟୁ

0 201

ବାରିପଦା,୧୩/୭(ଏସଏସନିୟୁଜ) ବାରିପଦାର ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୁଆଶୋଳ ଗାଁରେ ବଜ୍ରପାତରେ ୩ ନାବାଳକଙ୍କର ମୃତ୍ୟୁ ହୋଇଛି । ଛେଳି ଚରାଇବାକୁ ତିନି ନାବାଳକ ଯାଇଥିଲେ । ବର୍ଷା ହେବାରୁ ଗଛ ତଳେ ଆଶ୍ରୟ ନେଇଥିବାବେଳେ ଗଛଉପରକୁ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ତିନି ନାବାଳକଙ୍କ ସହ ଅଠରଟି ଛେଳି ମଧ୍ୟ ମରିଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.