ବନ୍ଦଘରୁ ମହିଳାଙ୍କ ରକ୍ତାକ୍ତଶବ ଉଦ୍ଧାର

0 118

ସୁନ୍ଦରଗଡ଼ ,୨ା୧୦(ଏସଏସନିଉଜ)ବନ୍ଦ ଘରଭିତରୁ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ଲହୁଣୀପଡ଼ା ଥାନାପୋଲିସ । ସମରଦରି ଗ୍ରାମରେ ଏକ ଘର ବାହାର ପଟୁ କବାଟ ବନ୍ଦରହିଥିଲା ।ଦୀର୍ଘସମୟଧରି ଘର ନଖୋଲିବାରୁ ସ୍ଥାନୀୟ ଲୋକ ସନ୍ଦେହ କରି ଝରକାପଟେ ଜଣେ ମହିଳା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇ ପୋଲିସକୁ ଖବରଦେଇଥିଲେ ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ୱାମୀ ଫେରାର ହୋଇଥିବାବେଳେ କିଏ ଓ କହିଁକି ମହିଳାଙ୍କୁ ହତ୍ୟାକଲା ତାହାକୁନେଇ ସନ୍ଦେହ ବଢିଯାଇଛି ।

 

Leave A Reply

Your email address will not be published.