ଭିକାରୁଣୀଙ୍କ ମହାନତା

ଭୁବନେଶ୍ୱର,୧୬/୧୨(ଏସଏସନିଉଜ) ଯେଉଁ ମନ୍ଦିର ଆଗରେ ବସି ଭିକ୍ଷାବୃତ୍ତି କରୁଥିଲେ ସେଇ ମନ୍ଦିରକୁ ଜଣେ ବୃଦ୍ଧା ଲକ୍ଷେଟଙ୍କା ଦାନ କଲେ । ୬୦ ବର୍ଷୀୟା ବୃଦ୍ଧାଜଣଙ୍କ ହେଉଛନ୍ତି ଫୁଲବାଣୀର ତୁଳା ବେହେରା ।ଜୀବନସାରା ସଞ୍ଚୟ କରିଥିବାଅର୍ଥକୁ ଜଗନ୍ନାଥ ମନ୍ଦିରକୁ ଦେଇଦେଲେ।ଯାହାଫଳରେ ବୃଦ୍ଧାଙ୍କର ମଦାନ୍ୟତାକୁ ନେଇ ଏବେ ସମସ୍ତଙ୍କ ମୁହଁରେ ତାଙ୍କର ପ୍ରଶଂସା।

- Advertisement -

Leave A Reply

Your email address will not be published.