ଦେବାଶିଷଙ୍କ ବାଡିରେ ବ୍ରହ୍ମକମଳ ଫୁଲ

0 469

ଭଦ୍ରକ,୧୨/୭(ଏସଏସନିୟୁଜ)ଭଦ୍ରକ ସହରର କୁଆଁସସାହିରେ ଦେବାଶିଷରାଉତଙ୍କ ବାଡିରେ ଦୁଇଟି ବ୍ରହ୍ମକମଳ ଫୁଲ ଫୁଟିଥିବାର ରବିବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଥିଲା ।ପରିବାର ସଦସ୍ୟ ବାହାରକୁ ଉଠିଥିବାବେଳେ ଏହି ଦୁର୍ଲଭ ଫୁଲ ଟି ଫୁଟିଥିବାର ଦେଖିବାକୁ ପାଇଥିଲେ ।ସୋମବାର ସକାଲେ ଏହି ଖବର ପ୍ରଚାରିତ ହେବାପରେ ଦେଖଣାହାରୀଙ୍କ ଭିଡ ଲାଗିଥିଲା ।ଶେଷରେ ନିକଟସ୍ଥ ଏକମନ୍ଦିରରେ ଏହି ଫୁଲକୁ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.