କାଲିଠୁ ବନ୍ଦ ହେବ ରାଜ୍ୟର ସମସ୍ତ ସ୍କୁଲ

0 372

ଭୁବନେଶ୍ୱର,୨୫/୪(ଏସଏସନିଉଜ)ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । ଆସନ୍ତାକାଲିଠୁ ୫ ଦିନ ଅର୍ଥାତ ୩୦ ତାରିଖ ପର‌୍ୟ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିବା ନେଇ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ରାଜ୍ୟରେ ବଢୁଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ନେଇ ଓ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି ।ତେବେ ଏହି ସମୟମଧ୍ୟରେ ପୁର୍ବ ନିର୍ଦ୍ଧାରିତ ସମୟମୁତାବକ ମାଟ୍ରିକ ଏବଂ +୨ ପରୀକ୍ଷା ଚାଲୁ ରହିବ ବୋଲି ଗଣଶିକ୍ଷା ବିଭାଗ ସୂଚନା ଦିଆଯାଇଛି ।

Leave A Reply

Your email address will not be published.