ଲାଞ୍ଚ ନେବାବେଳେ ଧରାପଡିଲେ ABEO

0 236

କେନ୍ଦୁଝର,୩୦/୬(ଏସଏସନିୟୁଜ) ପାନାସାଦେ ୟୁ.ପି. ସ୍କୁଲର ପ୍ରଧାନଶିକ୍ଷକ ଙ୍କଠାରୁ ୧୦ହଜାରେ ଟଙ୍କା ଲାଂଚ ନେବାବେଳେ ଧରାପଡିଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ABEO  ଅଭିମନ୍ୟୁ ସାହୁ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବାଲେଶ୍ୱର ଡିଭିଜନର ଅଧିକାରୀମାନଙ୍କ ହାତରେ ଧରାପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ବାସଭବନରେ ଚଢ଼ାଉ କରାଯାଇଥିବାର ଜଣାପଡଛି ।

Leave A Reply

Your email address will not be published.