ଲାଞ୍ଚ ନେଇ ଧରାପଡିଲେ ଥାନା ଅଧିକାରୀ

0 295

କଟକ,୭/୨(ଏସ ଏସ ନିଉଜ) ୨୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ କଟକ ଜିଲ୍ଲା ନରସିଂହପୁର ଥାନା ଆଇ ଆଇ ସି ଅଲେଖ କୁମାର ଗରଡ଼ିଆ ।ଏକ ମାମଲାର ରଫାଦଫା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଆଇ ଆଇସିଙ୍କ ଥାନା ଅଫିସ୍, ସରକାରୀ ବାସଭବନ ଓ ଯୁଯୁମରା ଘରେ ଭିଜିଲାନ୍ସ ପକ୍ଷରୁ ରେଡ ଚାଲିଥିବାର ଜଣାପଡିଛି ।

Leave A Reply

Your email address will not be published.