ମଦପିଇ ହୋଲିଖେଳିଲେ ବନ୍ଧାହେବେ

ଭୁବନେଶ୍ଵର,୧୨।୩(ଏସଏସ ନିୟୂଜ)ହୋଲି ପାଇଁ ଗାଇଡଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ।ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ ବୋଲି କହିଲେ ଭୁବନେଶ୍ବର DCP।ମଦ୍ୟପାନ କରି କୌଣସି ନଦୀ ଓ ପୋଖରୀରେ ଗାଧୋଇବାକୁ ବରଣ କରାଯାଇଛି।ହୋଲିଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ।ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ।ରାସ୍ତା ଉପରେ ହୋଲିଖେଳି ଗହଳି କଲେ ଉଠାଇ ନେବ PCR।କେବଳ ହର୍ବାଲ ରଙ୍ଗକୁ ଅନୁମତି ଦିଆଯାଇଥିବା ବେଳେ କେମିକାଲ୍‌ ରଙ୍ଗ ବ୍ୟବହାର କୁ ବାରଣ କରାଯାଇଛି।

- Advertisement -

Leave A Reply

Your email address will not be published.