ମାଲକାନଗିରିରୁ ଉଡ଼ିବ ବିମାନ

ମାଲକାନଗିରି,୨୬ା୧୨(ଏସଏସନିଉଜ) ଜାନୁଆରୀରେ ଉଦଘାଟିତ ହେବ ମାଲକାନଗିରି ବିମାନ ବନ୍ଦର । ମାଲକାନଗିରି ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଅବତରଣ କରିବେ ଏବଂ ଜାନୁଆରୀ ଆରମ୍ଭରେ ଏହାର ଉଦଘାଟନ କରିବା ନେଇ ସ୍ବତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।ତେଣୁ ଯୁଦ୍ଧକାଳିନଭିତିରେ ବିମାନବନ୍ଦରକାମ ଚାଲିଥିବାବେଳେ ଶେଷ ପର୍ଯ୍ୟାୟରେ ପହଁଚିଥିବାର ଜଣାପଡିଛି । କୋଟଲିଗୁଡାଠାରେ ବିମାନବନ୍ଦର ନିର୍ମାଣଧୀନ ଚାଲୁ ରହିଛି। ବିମାନ ବନ୍ଦରର ରନୱେ କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ କେବଳ ରନୱେରେ ହ୍ୱାଇଟ୍ ମାର୍କିଂ ବା ଲାଇନିଂ ଓ ଜିପିଏସ୍ ପୋଜିସନିଂ କାମ ଜାରି ରହିଛି ।

- Advertisement -

Leave A Reply

Your email address will not be published.