NEWS(ଖବର)ର ଫୁଲଫର୍ମ କଣ ! ଆପଣ ଜାଣିଛନ୍ତି କି ?ତେବେ ପଢନ୍ତୁ ?

0 426

ଭୁବନେଶ୍ବର:୧୮/୧୧-  ଲୋକମାନେ ପ୍ରାୟତ ସବୁ ସମୟରେ ଖବର କାଗଜ ଓ ଟେଲିଭିଜନ ରେ News ପଢନ୍ତି ଆଉ ଦେଖନ୍ତି ମଧ୍ୟ ହେଲେ   NEWS(ଖବର) ର ଫୁଲ୍ ଫର୍ମ କଣ!  ତାହାର ଠିକ୍ ଉତ୍ତର ୯୯ ପ୍ରତିଶତ ଲୋକଙ୍କୁ ଜଣା ନଥିବ ! ସେହିପରି  IAS ରେ ପଚରା ଯାଉଥିବା ପ୍ରଶ୍ନ ଏବଂ ତାହାର ଉତ୍ତର ଗୁଡିକ ବିଷୟରେ ମଧ୍ୟ କିଛି ବ୍ୟକ୍ତି ଜାଣିବା ପାଇଁ ଇଛା ପ୍ରକାଶ କରିଥାନ୍ତି। ହେଲ ଏମିତି  କିଛି  କିଛି ପ୍ରଶ୍ନ ଥାଏ ବ୍ୟକ୍ତିଙ୍କ  ଚିନ୍ତା କରିବା ଶକ୍ତିର ପରିସର ବାହାରେ ହୋଇଥାଏ। ଆଜି ଆମେ ଆପଣଙ୍କ ପାଇଁ କିଛି ଏହିଭଳି ପ୍ରଶ୍ନ ନେଇ ଆସିଛୁ ଯାହା ପଢିବା ପରେ ଆପଣଙ୍କ ଚିନ୍ତା ଶକ୍ତିରେ ବୃଦ୍ଧି ହୋଇଯିବ।

୧- ଭାରତର ସମ୍ବିଧାନ କେବେ ପ୍ରଣୀତ ହେଲା ?
ଉତ୍ତର: ଭାରତର ସମ୍ବିଧାନ ୨୬ ଜାନୁୟାରୀ ୧୯୫୦ରେ ହୋଇଥିଲା, ଯାହାକୁ ଆମେ ଗଣତନ୍ତ୍ର ଦିବସ ରୂପେ ପାଳନ କରୁ ।

୨- ବିହାରର ପ୍ରଥମ ମୁସଲିମ ମୁଖ୍ୟମନ୍ତ୍ରୀଙ୍କ ନାମ କଣ ?
ଉତ୍ତର: ଅବଦୁଲ ଗଫୁର ଖାନ୍ ।

୩- କାହାର ଜନ୍ମ ଦିବସକୁ ଆନ୍ତର୍ଜାତିକ ଅହିଂସା ଦିବସ ରୂପେ ପାଳନ କରାଯାଏ?
ଉତ୍ତର: ମହାତ୍ମା ଗାନ୍ଧୀ ।

୪- କାହାକୁ ଏସିଆର ଛାତ ବୋଲି କୁହା ଯାଇଥାଏ ?
ଉତ୍ତର: ପାମିର ମାଳଭୂମିକୁ ଏସିଆର ଛାତ ବୋଲି କୁହାଯାଇ ଥାଏ ।

୫- କେଉଁ ଗଭର୍ନର ଜେନେରାଲ ଇନାମ କମିଶନର ସ୍ଥାପନା କରିଥିଲେ ?
ଉତ୍ତର: ଲର୍ଡ଼ ଡେଲହାଉସୀ ।

୬- କଣ କରିବେ ଯଦି ଦିନେ ସକାଳୁ ଉଠି ଆପଣଙ୍କୁ ଜଣା ପଡିବ ଯେ, ଆପଣ ଗର୍ଭବତୀ ଅଛନ୍ତି ?
ଉତ୍ତର: ମୁଁ ବହୁତ ଖୁସି ହେବି ଏବଂ ନିଜ ପତିଙ୍କୁ ଏହି ଖୁସି ଖବର ବିଷୟରେ ଜଣାଇବି।

୭- କିପରି ଜଣେ ବ୍ୟକ୍ତି ଆଠ ଦିନ ନ ଶୋଇ ରହି ପାରିବ ?
ଉତ୍ତର: ସେ ରାତିରେ ଶୋଇଥାଏ

୮- NEWSର ଫୁଲ୍ ଫର୍ମ କଣ?
ଉତ୍ତର: Notable Events Weather & Sports

୯- ଶ୍ରାବଣୀ ମେଳା ଉତ୍ତରାଖଣ୍ଡର କେଉଁ ସ୍ଥାନରେ ହୋଇଥାଏ ?
ଉତ୍ତର: ଜାଗେଶ୍ୱରୀରେ ଶ୍ରାବଣୀ ମେଳା ହୋଇଥାଏ ।

୧୦- ଯଦି ଆଠ ଜଣ ମିଶି ଗୋଟିଏ କାନ୍ଥକୁ ତିଆରି କରିବାକୁ ୧୦ ଘଣ୍ଟାରେ ସମୟ ନେଲେ । ତେବେ ଚାରି ଜଣ ସେହି କାନ୍ଥ ତିଆରି କରିବା ପାଇଁ କେତେ ସମୟ ନେବେ ?
ଉତ୍ତର: ସମୟ ଲାଗିବ ନାହିଁ କାରଣ ସେହି କାନ୍ଥଟି ପୂର୍ବରୁ ତିଆରି ହୋଇ ସାରିଛି ।

Leave A Reply

Your email address will not be published.