ପିଟାପିଟିହୋଇ ସ୍ୱାମୀ-ସ୍ତ୍ରୀ ମୃତ୍ୟୁ

ଖଇରା, ୨୮ା୨(ଏସଏସନିଉଜ) ଦାମ୍ପତ୍ୟ କଳହରୁ ଉଭୟଙ୍କ ମଧ୍ୟରେ ପିଟାପିଟିହୋଇ ସ୍ୱାମୀ-ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି । କଳହଯୋଗୁଁ ସ୍ତ୍ରୀକୁ ବାଡେଇବାପରେ ସ୍ୱାମୀ…
Read More...

କଟକରୁ ପୁଣି ନକଲିମେଡିସିନ୍ ଜବତ

କଟକ,୨୮ା୨(ଏସଏସନିଉଜ)ନକଲିସହର ପାଲଟିଲାଣି ପୁରୁଣାରାଜଧାନୀ। କଟକରୁ ପୁଣି ନକଲି ମେଡିସିନ୍ ଜବତ ହୋଇଛି । ପୁରୀଘାଟଥାନା ଅଞ୍ଚଳ ଟାଉନହଲରୋଡରେ ଶ୍ରୀଡିଷ୍ଟ୍ରିବୁଟର ଉପରେ…
Read More...

୬ଜଣିଆ ଡକାୟତିଗ୍ୟାଙ୍ଗର ପର୍ଦ୍ଦାଫାଶ

ଫୁଲବାଣୀ, ୨୮ା୨(ଏସଏସନିଉଜ)୬ଜଣିଆ ଡକାୟତିଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବାଲିଗୁଡ଼ା ପୋଲିସ। ନଗଦଏକଲକ୍ଷଟଙ୍କା , ଗୋଟିଏ ଦେଶୀପିସ୍ତଲ୍ , ଗୋଟିଏଛୁରୀ , ଦୁଇଟିମୋବାଇଲ…
Read More...

+୨ପରୀକ୍ଷା ପରିଚାଳନାରେ ଭାଗନେବେ ଅଧ୍ୟାପକ

ଫୁଲବାଣୀ, ୨୮ା୨(ଏସଏସନିଉଜ)+୨ପରୀକ୍ଷା ପରିଚାଳନାରେ ଭାଗନେବେ ୬୬୨ ବର୍ଗ ଅଧ୍ୟାପକା ସର୍ତ୍ତମୂଳକଭାବେ ପରୀକ୍ଷା ପରିଚାଳନାରେ ଭାଗନେବାକୁ ନିଷ୍ପତ୍ତି ନିଆଯାଇଛିା…
Read More...

ଆଜିର ରାଶିଫଳ

୨୮-୨-୨୦୨୩(ମଙ୍ଗଳବାର)ରାତ୍ରି ଘ୪।୫ ଗତେ ବିବାହ ଓ ପାଣିଗ୍ରହଣ । ବିଛାରାଶିର ଘାତଚନ୍ଦ୍ର । କନ୍ୟାରାଶିର ଘାତଚନ୍ଦ୍ର । ମକରରାଶିର ଘାତବାର । ।ନବମୀର ଏକୋଦ୍ଦିଷ୍ଟ ଓ…
Read More...

କେନ୍ଦୁପାଟଣା ବିଦ୍ୟାଳୟରେ ପ୍ରଶିକ୍ଷଣଶିବିର

ବାରଙ୍ଗ,୨୭/୨(ଏସଏସନିଉଜ) ବିଦ୍ୟାଳୟ ଗଣଶିକ୍ଷାବିଭାଗ ତରଫରୁ ଭୁବନେଶ୍ବରବ୍ଲକ ଅନ୍ତର୍ଗତ କେନ୍ଦୁପାଟଣା ଉତ୍କଳମଣି ସରକାରୀଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଚାଳନାକମିଟି…
Read More...

୬ଟି ସ୍ୱତନ୍ତ୍ରବର୍ଗଙ୍କୁ ମିଳିବ ମାଗଣାସାଇକେଲ

ଭୁବନେଶ୍ୱର, ୨୭ା୨(ଏସଏସନିଉଜ)ଏଥିପାଇଁ ବିଏମସିଅଧୀନରେ ୬୭୩ଜଣହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ।ଆସନ୍ତା ମାର୍ଚ୍ଚ ୨ତାରିଖରେ ଲୋକସେବାଭବନର କନଭେନସନହଲରେ ହେବ…
Read More...

ସିବିଆଇ ଜାଲରେ ସହକାରୀପୋଷ୍ଟମାଷ୍ଟର

ରାଉରକେଲା, ୨୭ା୨(ଏସଏସନିଉଜ)ଲାଞ୍ଚ ଟଙ୍କା ନେଇ ସିବିଆଇ ଜାଲରେ ପଡିଛନ୍ତି ରାଉରକେଲା ମୁଖ୍ୟ ଡାକଘରର ସହକାରୀ ପୋଷ୍ଟମାଷ୍ଟର ଓ ଏଜେଣ୍ଟ। ଜଣେ ଆକାଉଣ୍ଟଧାରୀଙ୍କଠାରୁ…
Read More...