P ଓ K ନାମଧାରୀ ସାବଧାନ୍

0 654

K ନାମଥିବା ସ୍ତ୍ରୀମାନେ ନିଜ ସ୍ୱାମୀକୁ ବହୁତ ଭଲପାଇଥାନ୍ତି ।ସେମାନେ ସବୁବେଳେ ନିଜ ସ୍ୱାମୀଙ୍କପାଇଁ ସମ୍ବେଦନଶୀଳ ରୁହନ୍ତି ଓ ସ୍ୱାମୀଙ୍କର ସେବା ମଧ୍ୟ କରିଥାନ୍ତି ।ସେମାନେ ସ୍ୱାମୀଙ୍କୁ ଏତେ ଭଲପାଆନ୍ତିଯେ,ସେମାନେ ଚାହାନ୍ତି ତାଙ୍କ ସ୍ୱାମୀ ତାଙ୍କୁ ଛାଡି କେଉଁଆଡେ ନଯାଆନ୍ତୁ ।୨୪ଘଂଟା ତାଙ୍କ ସ୍ୱାମୀ ସବୁକିଛି ଛାଡି କେବଳ ତାଙ୍କୁ ହିଁ ଭଲପାଆନ୍ତୁ ।କିନ୍ତୁ ଏହା ଅସମ୍ଭବ ଅଟେ ।ଯେଉଁ କାରଣରୁ ତାଙ୍କ ଘରେ ସବୁବେଳେ ଅଶାନ୍ତି ଲାଗିରହିଥାଏ । ଯାହାଫଳରେ ସ୍ୱାମୀଙ୍କ ସହ କଥାକଥାରେ ଝଗଡା କରିବାକୁ ଲାଗିଥାନ୍ତି ।
P ନାମର ସ୍ତ୍ରୀମାନେ – ଏହି ନାମର ମହିଳାମାନେ ନିଜର ସ୍ୱାମୀଙ୍କ ପ୍ରତି ପୁରା ପ୍ରେମଭାବ ରଖିଥାନ୍ତି ।ସେମାନଙ୍କର ଭଲ ଧ୍ୟାନବି ରଖନ୍ତି ଓ ନିଜର କରିବା ପାଇଁ ଚେଷ୍ଟା କରନ୍ତି ।ସେମାନେ ଚାହାନ୍ତିକି ସେମାନଙ୍କ ସ୍ୱାମୀ ସେମାନଙ୍କୁ ସେହିଭଳି ଭରପୁର ପ୍ରେମ ଦିଅନ୍ତୁ ।କନ୍ତୁ ମହିଳାମାନଙ୍କର ଏକ ଖରାପ ଅଭ୍ୟାସ ତାଙ୍କ ସର୍ମ୍ପକ ମଧ୍ୟରେ ବାଧା ସୃଷ୍ଟି କରିଥାଏ ।
ଏହି ସ୍ତ୍ରୀମାନେ ସବୁବେଲେ ଚାହାନ୍ତିକି ତାଙ୍କର ସ୍ୱାମୀ ତାଙ୍କୁ ସବୁସମୟରେ ଖବର ଦେଉଥିବେ,ସେମାନେ କେଉଁଠିକୁ ଯାଉଛନ୍ତି.କାହା ସହ ଦେଖା କରୁଛନ୍ତି, ଏବଂ ତାଙ୍କୁ କିଛି ନପଚାରି କରନ୍ତୁ ନାହିଁ । କିନ୍ତୁ ଏହା ଅସମ୍ଭବ ଅଟେ ।ଏହି କାରଣ ରୁ ଏହିନାମର ମହିଳାମାନଙ୍କ ଜିବନରେ ଚିଡିଚିଡାପଣ ରହିଥାଏ ।ଯେତେବେଳେ କି ତାଙ୍କ ସ୍ୱାମୀ ତାଙ୍କୁ କିଛି ନକହି କାମ କରିଥାନ୍ତି ,ତେବେ ତାଙ୍କୁ ରାଗ ଆସିଥାଏ ।ସେମାନେ ନିଜର ସ୍ୱାଭାବ କାରଣରୁ ସବୁବେଳେ ନିଜସ୍ୱାମୀଙ୍କଠାରୁ ଦୁଃଖୀ ରହଥାନ୍ତି ।

Leave A Reply

Your email address will not be published.