ଉତ୍ତରପ୍ରଦେଶରେ ୨୦ରୁ ଅନଲାଇନ୍ କ୍ଲାସ୍

0 475

ଇଭୁବନେଶ୍ୱର,୧୬/୫(ଏସଏସନିୟୁଜ) ଉତ୍ତରପ୍ରଦେଶରେ ମେ ୨୦ ରୁ ମୈାଳିକ ଶିକ୍ଷା ବ୍ୟତୀତ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନରେ ଅନଲାଇନ୍ କ୍ଲାସ୍ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ବର୍ତ୍ତମାନ ଅଫଲାଇନ୍ କ୍ଲାସ୍ ଆୟୋଜନ କରିବାର ସ୍ୱାଧିନତା ଦିଆଯାଇନାହିଁ । ଏହାପୂର୍ବରୁ ରାଜ୍ୟରେ ଅନଲାଇନ୍ କ୍ଲାସ୍ ସହ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଭର୍ଚୁଆଲ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ ମେ୨୪ ସକାଳ ୭ ଟା ସୁଦ୍ଧା ରାଜ୍ୟରେ ପ୍ରଯୁଜ୍ୟ ଆଂଶିକ କରୋନା କର୍ଫ୍ୟୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।ବିଦ୍ୟାଳୟଗୁଡ଼ିକ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମେ ୨୦ ଠାରୁ ବିଦ୍ୟାଳୟ ଏବଂ କଲେଜଗୁଡ଼ିକ ଅନଲାଇନ୍ କ୍ଲାସ୍ ଆରମ୍ଭ କରିବେ  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.