ଅପରାଧ ଗାଈଗୋରୁକୁ ରାସ୍ତାରେ ଛାଡୁଥିଲେ ସାବଧାନ! SATYA SANDHANA DESK Nov 25, 2022 ଭୁବନେଶ୍ୱର,୨୫/୧୧(ଏସଏସ ନିଉଜ)ଗାଈଗୋରୁଙ୍କ ସହ ପୋଷା ଜୀବଙ୍କୁ ରାସ୍ତାରେ ଛାଡ଼ିଲେ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତବାନୀ ଦେଇଛି ବିଏମସି ।… Read More...
ରାଶିଫଳ ଆଜିର ରାଶିଫଳ SATYA SANDHANA DESK Nov 24, 2022 ୨୦୨୨ ମସିହା ନଭେମ୍ବର ମାସ ୨୫ ତାରିଖ (ଶୁକ୍ରବାର)ମାର୍ଗଶୀରମାସ –ଶୁକ୍ଳପକ୍ଷ ,ତିଥି-ଦ୍ୱିତୀଆ.ନକ୍ଷତ୍ର-ଜ୍ୟେଷ୍ଠା ,ସୁର୍ୟୋଦୟ ପ୍ରାତଃ ଘ୦୬/୦୪/୧୦ ,ସୂର୍ଯ୍ୟାସ୍ତ… Read More...
ରାଶିଫଳ ଆଜିର ରାଶିଫଳ SATYA SANDHANA DESK Nov 23, 2022 ଦେବଦୀପାବଲ୍ୟୁତ୍ସବ ସମାପ୍ତି,୨୦୨୨ ମସିହା ନଭେମ୍ବର ମାସ ୨୪ ତାରିଖ (ଗୁରୁବାର)ମାର୍ଗଶୀର ମାସ -ଶୁକ୍ଳପକ୍ଷ,ତିଥି-ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ… Read More...
ଅପରାଧ ଶ୍ୱଶୁର ଘରେ ହାଣିଲା ଜ୍ୱାଇଁ SATYA SANDHANA DESK Nov 23, 2022 ଝାରସୁଗୁଡ଼ା,୨୩/୧୧୧(ଏସଏସନିଉଜ) ଶ୍ୱଶୁର ଘର ଆସି ଭୁଜାଲି ମାଡ଼ କରିଛି ଜ୍ୱାଇଁ। ଜ୍ୱାଇଁର ଭୁଜାଲି ମାଡ଼ରେ ଶାଶୁ , ଶ୍ୱଶୁର ଏବଂ ଶଳା ଗୁରୁତର ଆହତ ହୋଇଛନ୍ତି।… Read More...
ଅପରାଧ ଶବରଖି ରାସ୍ତାରେ ବସିଲେ ଗ୍ରାମବାସୀ SATYA SANDHANA DESK Nov 23, 2022 ବିନିକା,୨୩/୧୧(ଏସଏସନିଉଜ) ଶିକ୍ଷକ ତାଗିଦ କରିବାରୁ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟାକରିଥିବାର ଅଭିଯୋଗ ଆସିଛି । ଘରେ ରସିରେ ଝୁଲିପଡ଼ିଲେ ଚେରୁପାଲି ହାଇସ୍କୁଲ୍ରେ… Read More...
ଅପରାଧ ଚାଲିଛି ପ୍ରସ୍ତୁତ SATYA SANDHANA DESK Nov 23, 2022 ଭୁବନେଶ୍ୱର,୨୩/୧୧(ଏସଏସନିଉଜ)ବୈଧ ଡକ୍ୟୁମେଣ୍ଟ ବିନା ଚାଲୁଥିବା ଗାଡ଼ିକୁ ଧରିବ ଇ-ଡିଟେକ୍ସନ । ଡକ୍ୟୁମେଣ୍ଟ ଅପଡେଟ୍ ନଥାଇ ଚାଲୁଥିବା ଯାନକୁ ଧରିବାକୁ ଯୋଜନା… Read More...
ଅପରାଧ ଗିରଫ ହେଲେ ସର୍ଦ୍ଦାର SATYA SANDHANA DESK Nov 23, 2022 କଣ୍ଟାବାଞ୍ଜି,୨୩/୧୧(ଏସଏସନିଉଜ) ବଙ୍ଗୋମୁଣ୍ଡା ଗୋଲେଇଛକରୁ ୨୫ ଦାଦନଶ୍ରମିକକୁ ଉଦ୍ଧାର କରିଛି ପୋଲିସ । କୈାଣସିସୁତ୍ରରୁ ଖବରପାଇ ପୋଲିସ ଚଢଉ କରି ଦାଦନଶ୍ରମିକକଙ୍କୁ… Read More...
ଅପରାଧ ଝାରପଡ଼ାଅଞ୍ଚଳରେ ବୋମାମାଡ଼ SATYA SANDHANA DESK Nov 23, 2022 ଭୁବନେଶ୍ୱର, ୨୩/୧୧(ଏସଏସନିଉଜ) ଝାରପଡ଼ାଅଞ୍ଚଳରେ ବୋମାମାଡ଼ ହୋଇଥିବାର ଜଣାପଡିଛି । ଟଙ୍କା ନେଣଦେଣକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବାର ସନ୍ଦେହ କରାଯାଉଛି ।… Read More...
ଓଡ଼ିଶା ପ୍ରଥମ ଟିକେଟ୍ କିଣିଲେ ନବୀନ ! SATYA SANDHANA DESK Nov 23, 2022 ଭୁବନେଶ୍ୱର, ୨୩/୧୧(ଏସଏସନିଉଜ) ୨୦୨୩ ଜାନୁଆରୀରୁ କଳିଙ୍ଗ ଷ୍ଟାଡିୟମରେ ହେବ ବିଶ୍ୱକପ୍ ହକି। ହକି ଇଣ୍ଡିଆ ସଭାପତି ଦିଲ୍ଲୀପତିର୍କୀଙ୍କଠାରୁ ପ୍ରଥମ ଟିକେଟକୁ ଗ୍ରହଣ… Read More...
ଓଡ଼ିଶା ୧୧ରୁଶିକ୍ଷକ ନିଯୁକ୍ତି ଆବେଦନ SATYA SANDHANA DESK Nov 23, 2022 ଭୁବନେଶ୍ୱର, ୨୩/୧୧(ଏସଏସନିଉଜ) ୭ ହଜାର୫୪୦ ଶିକ୍ଷକ ନିଯୁକ୍ତିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୱେବ୍ସାଇଟରେ ବିଜ୍ଞପ୍ତି ଜାରି କଲା ଙଝଝଉ ।ଙଝଝଉ ଅଧ୍ୟକ୍ଷ… Read More...