Browsing Category
ମହାନଗର
ଆଜି ପୁଣି ଭାରତ-ପାକ ଲଢ଼େଇ
ଭୁବନେଶ୍ୱର,୧୦ା୯(ଏସଏସନିଉଜ) କଲମ୍ବୋରେ ଖେଳାଯିବ ଭାରତ-ପାକ ମ୍ୟାଚାବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ପ୍ରଥମ ମ୍ୟାଚାଦିନିକିଆ ଏସିଆ କପ୍ରେ ଦୁଇ ପ୍ରତିଦ୍ବନ୍ଦ୍ବୀ…
Read More...
Read More...
ଇସ୍ରୋର ଆଉ ଏକ ସଫଳତା
ଭୁବନେଶ୍ୱର,୧୦ା୯(ଏସଏସନିଉଜ)ସୂର୍ଯ୍ୟ ମିଶନ ଆଦିତ୍ୟ L-1କୁ ନେଇ ଇସ୍ରୋକୁ ଆଉ ଏକ ସଫଳତାମିଳିଛି ।ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ଅତିକ୍ରମ କରିଛି ଆଦିତ୍ୟL-1 ରାତି…
Read More...
Read More...
ଆସୁଛି ଆଉଏକ ବଡ଼ବର୍ଷା !
ଭୁବନେଶ୍ୱର,୧୦ା୯(ଏସଏସନିଉଜ) ଆସୁଛି ଆଉ ଏକ ବଡ଼ ବର୍ଷା ।ଏହାକୁନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଛି ।୧୨ ତାରିଖ ବେଳକୁ ଉତ୍ତରପଶ୍ଚିମ ପାର୍ଶ୍ୱବର୍ତ୍ତୀ…
Read More...
Read More...
ଗଣେଶପୁଜାପାଇଁ ପ୍ରସ୍ତୁତିବୈଠକ
ଜଟଣୀ,୯ା୯(ଏସଏସନିଉଜ)ଜଟଣୀର ପ୍ରସିଦ୍ଧପର୍ବ ଗଣେଶପୁଜାପାଇଁ ଚଳଚଂଚଳ ହେବାକୁଲାଗିଛି ଜଟଣୀ ।ଏଥିନିମନ୍ତେ ଅଗ୍ରୱାଲା ଧର୍ମଶାଳାଠାରେ ଜଟଣୀପୋଲିସ ପକ୍ଷରୁ ଗଣେଶପୁଜାପାଇଁ…
Read More...
Read More...
ଜି-୨୦ ସମ୍ମିଳନୀରେ ଝଲସୁଛି ଓଡ଼ିଶାର ଐତିହ୍ୟ
ଭୁବନେଶ୍ୱର,୯ା୯(ଏସଏସନିଉଜ) ଜି-୨୦ ସମ୍ମିଳନୀର ସ୍ୱାଗତ ସ୍ଥଳରେ ଶୋଭାପାଉଛି କୋଣାର୍କ ଚକ୍ରାକୋଣାର୍କ ଚକ୍ରର ପ୍ରଚ୍ଛଦପଟ୍ଟରେ ଅତିଥିଙ୍କୁ ସ୍ୱାଗତ କରିଛନ୍ତି…
Read More...
Read More...
ନନ୍ଦନକାନନକୁ ଆଇଜଲ୍ ରୁ ଆସିଲା ୫ନୂଆଜନ୍ତୁ
ବାରଙ୍ଗ,୮।୯(ଏସଏସନିଉଜ) ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଶୁକ୍ରବାରରାତିରେ ୫ନୂଆ ଅତିଥିଆସି ପହଁଚିଛନ୍ତି । ମିଜୋରାମର ଆଇଜଲ୍…
Read More...
Read More...
ପଦ୍ମକେଶରୀପୁରରୁ ୧୬ଗିରଫ
ଚନ୍ଦ୍ରଶେଖରପୁର,୭ା୯(ଏସଏସନିଉଜ) ମଞ୍ଚେଶ୍ଵରଥାନା ଅଧିନସ୍ଥ ପଦ୍ମକେଶରୀପୁରରେ ପୂର୍ବ ବିବାଦକୁ କେନ୍ଦ୍ର କରି ଉପୁଜିଥିବା ଗଣ୍ଡଗୋଳ ଘଟଣାରେ ପୋଲିସ ଆଜି ଉଭୟପକ୍ଷରୁ…
Read More...
Read More...
ଅକ୍ଟୋବର ୪ରୁ ଦଶମ ଷାଣ୍ମାସିକପରୀକ୍ଷା
ଭୁବନେଶ୍ୱର,୭ା୯(ଏସଏସନିଉଜ) ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦଶମଶ୍ରେଣୀ ଷାଣ୍ମାସିକପରୀକ୍ଷା ପାଇଁ ସୂଚୀ ଜାରି କରାଯାଇଛି । ଅକ୍ଟୋବର ୪ ତାରିଖରୁ ଦଶମ ଶ୍ରେଣୀ…
Read More...
Read More...
ଭୁବନେଶ୍ୱରରୁ ଜବତହେଲା ଚୋରାସୁନା
ଭୁବନେଶ୍ୱର,୭ା୯(ଏସଏସନିଉଜ) ରାଜଧାନୀ ଭୁବନେଶ୍ୱରରୁ ଜବତ ହୋଇଛି ପାଖାପାଖି ଅଢେଇ କିଲୋଗ୍ରାମ ଓଜନର ଚୋରାସୁନାଜଣେ ବ୍ୟକ୍ତିଙ୍କପାଖରୁ ଡାଇରେକ୍ଟୋରେଟ ରେଭିନ୍ୟୁ…
Read More...
Read More...
ଗିରଫହେଲେ ୨ବାଉନ୍ସର
ଭୁବନେଶ୍ୱର,୭ା୯(ଏସଏସନିଉଜ) ଦାଦାବଟି ନଦେବାରୁ ଜଣେ ବାରକର୍ମଚାରୀଙ୍କୁ ଅପହରଣ କରି ମାଡମାରିବା ଅଭିଯୋଗରେ ୨ଜଣବାଉନ୍ସରକୁ ଏୟାରଫିଲ୍ଡ ଥାନା ପୁଲିସ ୧୮୨/୨୩କେଶନଂରେ ଏକ…
Read More...
Read More...