Browsing Category

ମହାନଗର

କେନ୍ଦୁଝର ହେବ ୩ୟ ଇସ୍ପାତନଗରୀ

କେନ୍ଦୁଝର,୭।୧୨(ଏସଏସନିଉଜ୍)କେନ୍ଦୁଝରରେ ହେବ ମେଗା ଇସ୍ପାତ କାରଖାନା।ରାଉରକେଲା ଓ କଳିଙ୍ଗ ନଗର ପରି କେନ୍ଦୁଝର ହେବ ୩ୟ ଇସ୍ପାତନଗରୀ।ସୁନାର କେନ୍ଦୁଝର ଗଢିବାର…
Read More...

ଆଲୋଚନା ବିଫଳ

ଭୁବନେଶ୍ବର,୭।୧୨(ଏସଏସନିଉଜ)ରାଜ୍ୟ ସରକାରଙ୍କ ସହ ପ୍ରାଥମିକ ଶିକ୍ଷକଙ୍କ ଆଲୋଚନା ବିଫଳ ହୋଇଛି।କାଲି ଆଲୋଚନା କରିଥିଲେ ଶିକ୍ଷକ ସଂଘର ୧୧ଜଣିଆ ଦଳ।ଆଲୋଚନା ବିଫଳ ପରେ…
Read More...

ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଆବଶ୍ୟକ -ଅନୁଭବ

ଟିଟିଲାଗଡ଼,୬।୧୨(ଏସଏସନିଉଜ) ହ୍ୟୁମାନ ସାଗରଙ୍କ ମୃତ୍ୟୁର ତଦନ୍ତ ଦାବି କଲେ ଅନୁଭବ ମହାନ୍ତି।ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବାକୁ ଆସି ହ୍ୟୁମାନଙ୍କ ମାଙ୍କୁ…
Read More...

ସାବଧାନ ! ମହାନଦୀରେ ବୁଲୁଛି ବିରାଟ କୁମ୍ଭୀର

ବାରଙ୍ଗ, ୫।୧୨(ଏସଏସନିଉଜ)ମୁଣ୍ଡଳୀ ବ୍ୟାରେଜ ନିକଟସ୍ଥ ମହାନଦୀରେ ଏକ ବିରାଟକୁମ୍ଭୀର ପଠାରେ ଶୋଇଥିବାରଶୁକ୍ରବାର ସକାଳୁ ଦେଖିବାକୁ ମିଳିଛି।ଏହି ଘଟଣା ପ୍ରଚାରିତ…
Read More...

ନନ୍ଦନକାନନକୁ ଆସିଲା ପାଣିଓଧ ସମେତ ୧୯

ଭୁବନେଶ୍ଵର,୫।୧୨(ଏସଏସନିଉଜ)ଶୁକ୍ରବାର ବଢ଼ିଭୋର ସମୟରେନନ୍ଦନକାନନ ପ୍ରାଣୀଉଦ୍ୟାନକୁ ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ୧୯ଟି ନୂଆ ଅତିଥି ଆସି ପହଂଚିଛନ୍ତି। କେନ୍ଦ୍ରୀୟ…
Read More...

ବିଲଡର ଜମିରେ ସରକାରୀ ଟଙ୍କା ବିନିଯୋଗ ଉଦ୍ୟମ!

କଟକ, ୪।୧୨(ଏସଏସନିଉଜ) କୁହ୍ନେଇଁପଡା ଗ୍ରାମ ପଞ୍ଚାୟତର ଭୁବନପୁର ଗ୍ରାମରେ ଏକ ବିଲଡର ଜମିରେ ସରକାରୀ ଅନୁଦାନରେ କରାଯିବାକୁ ଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ…
Read More...

ନନ୍ଦନକାନନକୁ ଆଫ୍ରିକାରୁ ଆସିବ ଚିତା ବାଘ

ଭୁବନେଶ୍ୱର,୪।୧୨(ଏସଏସନିଉଜ) ଓଡ଼ିଶା ମାଟିରେ ଦୌଡ଼ିବ ଆଫ୍ରିକା ଚିତା। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦେଖିବାକୁ ମିଳିବ ଚିତାବାଘ। ନନ୍ଦନକାନନର ଖୁଆଡ଼ ମଧ୍ୟରେ…
Read More...

ତ୍ରିଷ୍ଣା ଆକ୍ଟିଭିଟି ସେଣ୍ଟରର ବାର୍ଷିକଉସବ

ଭୁବନେଶ୍ୱର,୨।୧୨(ଏସଏସନିଉଜ୍)କାନନ ବିହାରସ୍ଥିତ କେଳୁଚରଣ କେନ୍ଦ୍ରର ପ୍ରକ୍ଷା ଳୟରେ ମଙ୍ଗଳବାର ଦିନ ତ୍ରିଷ୍ଣା ଆକ୍ଟି ଭିଟି ସେଣ୍ଟର୍ ର ବାର୍ଷିକଉସବ ଅନୁଷ୍ଟିତ ହୋଇ…
Read More...

ଅଲେଖ ମହିମା ଆଶ୍ରମରେ ଏକାଠି ହେଲେ ମହିମାଧର୍ମି ଭକ୍ତ

ଭୁବନେଶ୍ଵର,୨।୧୧(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଇଞ୍ଜଣା ଗ୍ରାମମୁଣ୍ଡରେ ଥିବା ଅଲେଖ ମହିମା ଆଶ୍ରମ ପ୍ରାଙ୍ଗଣରେ ବାର୍ଷିକ ମହୋତ୍ସବ ରବିବାର ଅନୁଷ୍ଟିତ ହୋଇଯାଇଛି।ଏହି…
Read More...