Browsing Category

ଅପରାଧ

ଖୋଲିବ ରଙ୍ଗିଲା ପ୍ରେମିକ କେଳେଙ୍କାରୀ

ଭୁବନେଶ୍ୱର,୬ା୮(ଏସଏସନିଉଜ) ୫ସ୍ତ୍ରୀଙ୍କସ୍ୱାମୀ ରଙ୍ଗିଲା ସତ୍ୟଜିତସାମଲଙ୍କୁ ଆଜିଠୁ ରିମାଣ୍ଡରେ ନେଇ କମିଶନରେଟ ପୋଲିସ ଅଧିକ ପଚରାଉଚରା କରିବାଏହାପରେ ଖୋଲିବାକୁଯାଉଛି…
Read More...

ଅଜଣା ଗାଡି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଅନୁଗୁଳ, ୬ା୮(ଏସଏସନିଉଜ) ଏକ ଅଜଣାଗାଡି ଧକ୍କାରେ ଚାଲିଯାଇଛି ଜଣେ ବୃଦ୍ଧଙ୍କ ଜୀବନ ।ସଦର ଥାନା କରଡ଼ାଗାଡ଼ିଆ ନିକଟରେ ଆଜି ଏହିଭଳି ଘଟଣା ଘଟିଛି ।ଯାହାକୁନେଇ ସ୍ଥାନୀୟ…
Read More...

ଶିକାରୀ ଘରେ ଏସ୍‌ଟିପିଏଫ୍‌ର ଚଢ଼ଉ

ମୟୂରଭଞ୍ଜ, ୬ା୮(ଏସଏସନିଉଜ) ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ନଅଣା ରେଞ୍ଜର ମକାବାଡ଼ି ଗ୍ରାମର ଜଣେ ଶିକାରୀ ଘରେ ଏସ୍‌ଟିପିଏଫ୍ ପକ୍ଷରୁ ଅଚାନକ ଚଢ଼ଉ…
Read More...

୭ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ

କନ୍ଧମାଳ, ୬ା୮(ଏସଏସନିଉଜ) ଗୋଛାପଡ଼ା ଥାନାପୋଲିସ ଲୁଇସିଂ ପଞ୍ଚାୟତର ସୁଟାଣିଘାଟି ନିକଟରୁ ଏକ କାର୍‌ରୁ ୪ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା କାରବାର…
Read More...

ବିଶ୍ୱରାଜକୁ ହତ୍ୟାକଲେ ଦୁଇ ନାବାଳକ

ବୌଦ୍ଧ,୪ା୮(ଏସଏସନିଉଜ) ଗତମାସ ୩୦ତାରିଖସନ୍ଧ୍ୟାରେ କଣ୍ଟାମାଲଥାନା ଲମ୍ବସରୀଗ୍ରାମର ବରିଷ୍ଠଦେହୁରୀଙ୍କ ୭ବର୍ଷୀୟ ପୁଅ ବିଶ୍ୱରାଜ ଦେହୁରୀର ମୃତଦେହକୁ ପିପଲପାଲିଗ୍ରାମର…
Read More...

ଏକ୍ସପ୍ରେସରେ ଲାଗିଲା ନିଆଁ

ଭୁବନେଶ୍ୱର,୪ା୮(ଏସଏସନିଉଜ)ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକ୍ସପ୍ରେସ ଟ୍ରେନ୍‌ରେ ଲାଗିଯାଇଥିଲା ନିଆାଁ ହୁତୁହୁତୁ ହୋଇ ଜଳିଗଲା ଟ୍ରେନ୍‌ା କୋରବା-ବିଶାଖାପାଟଣା…
Read More...

ମନ୍ଦିର କାନ୍ଥଭୁଶୁଡ଼ି ଚାଲିଗଲା ୯ ଜୀବନ

ଭୁବନେଶ୍ୱର,୪ା୮(ଏସଏସନିଉଜ) ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଶାହପୁରରେ ଥିବା ହରଦୌଲ ବାବାଙ୍କ ମନ୍ଦିରରେ ବଡ଼ ଅଘଟଣ ଘଟିଛି ।ଲଗାଣ ବର୍ଷାରେ ମନ୍ଦିର କାନ୍ଥ ଭୁଶୁଡ଼ିପଡିବାରୁ…
Read More...

କାରକକୁ ଧକ୍କାଦେଇ ଓଲଟିଲା ମାଲବୋଝେଇ ଟ୍ରକ

କଟକ,୩।୮(ଏସଏସନିଉଜ)କଟକ ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥର ବାଲିକୁଦା ଟ୍ରାଫିକଛକ ନିକଟରେ ଶନିବାର ରାତିରେ ଏକ କାରକୁ ପଛରୁ ଧକ୍କାଦେଇ ରାସ୍ତାରେ ଓଲଟିପଡ଼ିଛି…
Read More...