ନୋଟବଦଳ ପାଇଁ ଆସି ଧରାପଡିଲେ

0 175

ମାଲକାନଗିରି,୨୬।୫(ଏସଏସନିଉଜ)୨ ହଜାର ଟଙ୍କିଆ ନୋଟ ବଦଳ ପାଇଁ ଆସି ୨ ମାଓବାଦୀ ଗିରଫ ହୋଇଛନ୍ତି।ସେମାନେ ୮ ଲକ୍ଷ ଟଙ୍କାର ଦୁଇ ହଜାର ନୋଟ ବଦଳ କରିବାକୁ ଯାଇଥିଲେ।ଗିରଫ ୨ ଜଣ ଛତିଶଗଡ଼ ବିଜାପୁର ମାଓନେତା ମଲେସ ଓ ତାଙ୍କ ସହଯୋଗୀ ବୋଲି ଜଣାପଡିଛି। ସେମାନଙ୍କଠାରୁ ନଗଦ ୬ଲକ୍ଷ ଟଙ୍କା ଓ ୧୧ଟି ବ୍ୟାଙ୍କ ପାସ୍ ବୁକ୍ ଜବତ ହୋଇଥିବାର ଜଣାପଡିଛି।

Leave A Reply

Your email address will not be published.