ଓଡ଼ିଶା ଏଥର ଜଟଣୀରୁ କ୍ୟାପଟେନ ମନ୍ମଥରାଉତରାୟ SATYA SANDHANA DESK Feb 23, 2023 ଜଟଣୀ ,୨୩ା୨(ଏସଏସନିଉଜ)ଏଥର ଜଟଣୀଆସନରେ କଂଗ୍ରେସପକ୍ଷରୁ ନିର୍ବାଚନଲଢିବେ କ୍ୟାପଟେନ ମନ୍ମଥରାଉତରାୟ । ବରିଷ୍ଟ କଂଗ୍ରେସନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଙ୍କ… Read More...
ଅପରାଧ ଶଇତାନ ସ୍ବାମୀ SATYA SANDHANA DESK Feb 23, 2023 ରାୟଗଡା,୨୩ା୨(ଏସଏସନିଉଜ)ସ୍ତ୍ରୀକୁ ହତ୍ୟାପରେ ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିଛିାଛୁରୀରେ ବେକକାଟି ସ୍ତ୍ରୀକୁ ହତ୍ୟା କରିଛି ଶଇତାନ ସ୍ବାମୀା ସ୍ତ୍ରୀକୁ ହତ୍ୟାପରେ ନିଜର… Read More...
ଓଡ଼ିଶା କେନ୍ଦ୍ରସରକାରଙ୍କ ନୂଆ ନିଷ୍ପତ୍ତି SATYA SANDHANA DESK Feb 23, 2023 ଭୁବନେଶ୍ୱର,୨୩ା୨(ଏସଏସନିଉଜ)କେନ୍ଦ୍ରସରକାର ନୂଆ ନିଷ୍ପତ୍ତି ନେଇଛନ୍ତି ।ଏହି ନିଷ୍ପତିଅନୁଯାୟୀ ପ୍ରଥମଶ୍ରେଣୀରେ ନାମଲେଖାପାଇଁ ବୟସସୀମା ୬ ବର୍ଷ ରଖାଯାଇଥିବାବେଳେ ନୂଆ… Read More...
ଓଡ଼ିଶା ବାମରାଷ୍ଟେସନରେ ସବୁଟ୍ରେନ୍ ରହିବ SATYA SANDHANA DESK Feb 23, 2023 ଭୁବନେଶ୍ୱର,୨୩ା୨(ଏସଏସନିଉଜ)ବାମରାଷ୍ଟେସନରେ ପୂର୍ବରୁ ରହୁଥିବା ସବୁଟ୍ରେନ୍ ଏବେ ବି ରହିବା ନିର୍ଦ୍ଦେଶନାମା ଜାରିକଲେ ଚକ୍ରଧରପୁର ରେଲୱେDRM ବାମରା… Read More...
ରାଶିଫଳ ଆଜିର ରାଶିଫଳ SATYA SANDHANA DESK Feb 22, 2023 ୨୦୨୩ ମସିହା ଫେବୃଆରୀ ମାସ ୨୩ ତାରିଖ ଗୁରୁବାର ,ସୁର୍ଯ୍ୟୋଦୟ- ପ୍ରାତଃ ଘ୬/୧୪/୪୬ ,ସୂର୍ଯ୍ୟାସ୍ତ- ଘ୫/୪୫/୪୨ ,ଫାଲ୍ଗୁନମାସ ,ଶୁକ୍ଳପକ୍ଷ ,ବୃହସ୍ପତି ବାସ ,ତିଥି-… Read More...
ଓଡ଼ିଶା ନନ୍ଦନକାନନରେ ଆରମ୍ଭହେଲା ଖରାଦିନିଆ ପ୍ରସ୍ତୁତି SATYA SANDHANA DESK Feb 22, 2023 ବାରଙ୍ଗ, ୨୨ା୨(ଏସଏସନିଉଜ) ଧିରେଧିରେ ଫେବୃଆରୀମାସରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହେଲାଣି।ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ବନ୍ୟପ୍ରାଣୀଙ୍କ ସୁରକ୍ଷାପାଇଁ ଚଳିତବର୍ଷ… Read More...
ଅପରାଧ ଅର୍ଦ୍ଧଲଗ୍ନ ମହିଳାଙ୍କ ଗଳିତ ମୃତଦେହର ପରିଚୟ ମିଳିଲା SATYA SANDHANA DESK Feb 22, 2023 ବାରଙ୍ଗ,୨୨।୨(ଏସଏସନିଉଜ) ମିଳିଲା ଅର୍ଧଉଲଗ୍ନ ମହିଳାଙ୍କ ଗଳିତ ମୃତଦେହର ପରିଚୟ । ଗତ ୧୯ତାରିଖରେ ରଘୁନାଥପୁରଗାଁମୁଣ୍ଡ ଶ୍ମଶାନ ରାସ୍ତାକଡ଼ରେ ଥିବା ପରିତ୍ୟକ୍ତ… Read More...
ଅପରାଧ ଶଳାଭାଉଜକୁ ବଳତ୍କାର କରି ବନ୍ଧାହେଲେ ନଣନ୍ଦେଇ SATYA SANDHANA DESK Feb 22, 2023 ବାରଙ୍ଗ,୨୨।୨(ଏସଏସନିଉଜ) ଶଳାଭାଉଜକୁ ବଳାତ୍କାର କରିବା ଅଭିଯୋଗରେ ନନ୍ଦନକାନନ ଥାନାପୁଲିସ ନଣନ୍ଦେଇକୁ ଗିରଫକରି ବୁଧବାର କୋର୍ଟଚାଲାଣ କରିଛି। ସୂଚନା ମୂତାବକ,ଏହି… Read More...
ଅପରାଧ ଅଟୋକୁ ପିଟିଲା ଟ୍ରକ-୫ମୃତ SATYA SANDHANA DESK Feb 22, 2023 ରାୟଗଡ଼ା,୨୨ା୨(ଏସଏସନିଉଜ)ରାୟଗଡ଼ାରେ ବଡ଼ଧରଣର ମର୍ମନ୍ତୁଦ ସଡ଼କଦୁର୍ଘଟଣା ଘଟିଛି। ଅଟୋକୁ ଧକ୍କା ଦେଇଛି ଟ୍ରକାଫଳରେ ୫ଜଣଙ୍କର ମୃତ୍ୟୁହୋଇଥିବାବେଳେ ୩ଜଣ ଗୁରୁତର ଆହତ… Read More...
ଓଡ଼ିଶା ସିଏମ୍ ହେବ ତ ଏମିତି ! SATYA SANDHANA DESK Feb 22, 2023 ଭୁବନେଶ୍ୱର,୨୨ା୨(ଏସଏସନିଉଜ)ସିଏମ୍ ହେବ ତ ଏମିତି । ଆନ୍ଧ୍ରରାଜ୍ୟପାଳ ବିଶ୍ୱଭୂଷଣଙ୍କୁ ବିଦାୟୀ ସମ୍ବର୍ଦ୍ଧନା ବେଳେ ପାଦଛୁଇଁ ସମ୍ମାନ ଜଣାଇଛନ୍ତି ଆନ୍ଧ୍ର… Read More...