ଜଙ୍ଗଲରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ

ବଲାଙ୍ଗୀର ,୨୫ା୧(ଏସଏସନିଉଜ) ସଇନ୍ତଲାବ୍ଲକ୍ ଘୁନସରପଞ୍ଚାୟତ ଦେଢେ଼ଲଜଙ୍ଗଲରୁ ଜଣେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଠୁର୍ରନୀକାନୀଗ୍ରାମର ମହିଳା ରତନୀରଣା…
Read More...

ଗିରଫ ହେଲା ଦୁର୍ଦ୍ଦାନ୍ତନକ୍ସଲ ଚାଣ୍ଟି

ମାଲକାନଗିରି ,୨୫ା୧(ଏସଏସନିଉଜ) ଫେରାରଥିବା ଦୁର୍ଦ୍ଦାନ୍ତନକ୍ସଲ ରଞ୍ଜୁଖିଲ ଓରଫ ଚାଣ୍ଟି ପୁଣି ଗିରଫ ହୋଇଛି । ଜାମିନରେମୁକୁଳି ଫେରାରଥିବା ଚାଣ୍ଟିକୁ ଏନ୍‌ଆଇଏ ଟିମ୍…
Read More...

୪ ବର୍ଷର ଶିଶୁକୁ ପିଟିପିଟି ହତ୍ୟା!

ଗଞ୍ଜାମ, ୨୫ା୧(ଏସଏସନିଉଜ)ଧରାକୋଟଥାନା ଅଧୀନସ୍ଥ ମୁଣ୍ଡମରାଇଗ୍ରାମ ହାଟସାହିରେ ୪ବର୍ଷର ଶିଶୁକୁ ପଡ଼ୋଶୀଘର ଛାତଉପରେ ନିର୍ମମଭାବେ ପିଟିପିଟି ହତ୍ୟା କରାଯାଇଛି ।ମୃତ…
Read More...

ମିହିରଦାସଙ୍କ ସାନପୁଅ ଅକ୍ଲାନ୍ତଙ୍କ ଅକାଳମୃତ୍ୟୁ

କଟକ,୨୫।୧(ଏସଏସ ନିଉଜ) ବରିଷ୍ଠଅଭିନେତା ସ୍ୱର୍ଗତ ମିହିରଦାସଙ୍କ ସାନପୁଅ ଅକ୍ଲାନ୍ତଦାସଙ୍କ କଟକସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୨୬ବର୍ଷ ବୟସ…
Read More...

ଆଜିର ରାଶିଫଳ

୨୫-୧-୨୦୨୩(ବୁଧବାର)ବିବାହ ଓ ପାଣଗ୍ରହଣ । ମିଥୁନ ଓ ମୀନରାଶିର ଘାତଚନ୍ଦ୍ର । ମୀନ ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।…
Read More...

କାଲିଠାରୁ ଶ୍ରୀଜଗନ୍ନାଥ ପର୍ଯ୍ୟଟନ ଟ୍ରେନ୍

ଭୁବନେଶ୍ୱର,୨୩।୧(ଏସଏସ ନିଉଜ)କାଲି ଯାତ୍ରା ଶୁଭାରମ୍ଭ କରିବ ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍। ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯାତ୍ରାର…
Read More...

ସମୁଦ୍ରରୁ ମିଳିଲା ଦ୍ୱିତୀୟ ମୃତଦେହ

କୋଣାର୍କ,୨।୧(ଏସଏସ ନିଉଜ) ଭାସି ଯାଇଥିବା ଦ୍ୱିତୀୟ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଜାହାନିଆ ପୀର ସମୁଦ୍ର ବେଳାଭୂମିରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।…
Read More...

ଆଜିର ରାଶିଫଳ

୨୪-୧-୨୦୨୩(ବୁଧବାର)ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର ।ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଓ ଚତୁର୍ଥୀର ପାର୍ବଣ ଶ୍ରାଦ୍ଧ । ପଟୋଳ ଦିବା ଘ୩।୪୧ ଗତେ…
Read More...