ରାଶିଫଳ ଆଜିର ରାଶିଫଳ SATYA SANDHANA DESK Feb 16, 2023 ୧୭-୨-୨୦୨୩(ଶୁକ୍ରବାର)ରାତ୍ରିଘ୧୧।୩୦ଗତେଦକ୍ଷିଣେ ଯାତ୍ରାନାସ୍ତି । ଅଦ୍ୟ ଦେବତା ଗଠନ ,ନୌକାଗଠନ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ ।… Read More...
ଅପରାଧ ଜଙ୍ଗଲରେ ଲାଗିଲା ନିଆଁ SATYA SANDHANA DESK Feb 16, 2023 ବାରଙ୍ଗ,୧୬।୨(ଏସଏସମିଉଜ) ଗୋଡିସାହିଫାଣ୍ଡି ଅଧିନସ୍ଥ ଏନଡିଆରଏଫ ପଛପଟ ଜଙ୍ଗଲରେ ଗୁରୁବାର ପୂର୍ବାହ୍ନରେ ଅଗ୍ନିକାଣ୍ଡଘଟି ବହୁ ମୂଲ୍ୟବାନଗଛ ନଷ୍ଟ ହୋଇଯାଇଛି ।… Read More...
ଓଡ଼ିଶା ନନ୍ଦନକାନନରେ ଚାଲିଗଲା ସିଲଭରଫିଜାଣ୍ଟର ଜୀବନ SATYA SANDHANA DESK Feb 16, 2023 ବାରଙ୍ଗ,୧୫।୨(ଏସଏସନିଉଜ) ନନ୍ଦନକାନନ ରେ ପୁଣି ଦେଖାଦେଲାଣି ଜନ୍ତୁ ମଡକ । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିରଳ ଜନ୍ତୁ ଆଖିବୁଜୁଛନ୍ତି । ଯାହାକୁ ନେଇ ଚିନ୍ତାରେ… Read More...
ଓଡ଼ିଶା ପଂଚାୟତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ SATYA SANDHANA DESK Feb 16, 2023 ମେଣ୍ଢାଶାଳ,୧୫ା୨(ଏସଏସ ନିଉଜ)କେନ୍ଦ୍ରସରକାରର ବିଭିନ୍ନ ଜନବିରୋଧୀନିଷ୍ପତ୍ତି ତଥା ପ୍ରଧାନମନ୍ତ୍ରୀ ଗରିବକଲ୍ୟାଣ ଅନ୍ନଯୋଜନା ବନ୍ଦ କରିବା, ଚାଷୀଙ୍କ ଧାନକ୍ରୟ ଓ ଏମଏସପି… Read More...
ଓଡ଼ିଶା ମେଣ୍ଢଶାଳରେ ସାମ୍ଭସ୍ରିକ କୁମ୍ଭମେଳା ମହୋସ୍ବ SATYA SANDHANA DESK Feb 16, 2023 ମେଣ୍ଢାଶାଳ,୧୫ା୨(ଏସଏସ ନିଉଜ) ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟକବର୍ଷପରି ଚଳିତବର୍ଷ ସାମ୍ଭସ୍ରିକ କୁମ୍ଭମେଳା… Read More...
ରାଶିଫଳ ଆଜିର ରାଶିଫଳ SATYA SANDHANA DESK Feb 15, 2023 ୨୦୨୩ ମସିହା ଫେବୃଆରୀ ମାସ ୧୬ ତାରିଖ ଗୁରୁବାର ,ଶ୍ରୀମନ୍ଦିରରେ ଓ ସ୍ମାର୍ତ୍ତସମ୍ମତ (ପଙ୍କୋଦ୍ଧାର) ଏକାଦଶୀ, ପ୍ରାଚୀ ପରିକ୍ରମା ଉଦ୍ ଯାପନ।ସୁର୍ଯ୍ୟୋଦୟ- ପ୍ରାତଃ… Read More...
ଅପରାଧ ମହିଳାIICଙ୍କ ଗାଲରେ ହାତମାରି ମୁହଁ ପେଲିଦେଲେ… SATYA SANDHANA DESK Feb 15, 2023 ଭୁବନେଶ୍ୱର,୧୫ା୨(ଏସଏସନିଉଜ)ମହିଳାIICଙ୍କ ଗାଲରେ ହାତମାରି ମୁହଁ ପେଲିଦେଲେ ଜୟନାରାୟଣ ମିଶ୍ର । ପରେ IICବି କଲେ ପ୍ରତିଆକ୍ରମଣ । ପୁଣିଚର୍ଚ୍ଚାରେ ବିଜେପିନେତା… Read More...
ଓଡ଼ିଶା କଂଗ୍ରେସରେ ମିଶିଲେ ପ୍ୟାରିମୋହନ ମହାପାତ୍ରଙ୍କଝିଅ SATYA SANDHANA DESK Feb 15, 2023 ଭୁବନେଶ୍ୱର,୧୫ା୨(ଏସଏସନିଉଜ)ଆଜି କଂଗ୍ରେସଦଳରେ ସାମିଲହେଲେ ପ୍ୟାରିମୋହନ ମହାପାତ୍ରଙ୍କଝିଅ ସିକ୍ତାପତି। । ଆଜିଅପରାହ୍ନରେ କଂଗ୍ରେସଭବନରେ ସେ ପ୍ରଭାରୀ ଚେଲ୍ଲାକୁମାର,… Read More...
ଅପରାଧ ସେଲଫି ନେଉଥିଲେ ଜଳିଗଲେ SATYA SANDHANA DESK Feb 15, 2023 ଭୁବନେଶ୍ୱର,୧୫ା୨(ଏସଏସନିଉଜ)କଲ୍ୟାଣସିଂହପୁରରେ ନାଲକୋ ଟ୍ରେନଉପରେ ଚଢ଼ି ସେଲ୍ଫି ନେବା ହୋଇଛି କାଳ। ଟ୍ରେନ ଲାଇନତାର ସଂସ୍ପର୍ଶରେଆସି ଜଳିଯାଇଛନ୍ତି ଯୁବକାଏହାସହ ଅନ୍ୟ… Read More...
ଓଡ଼ିଶା ଫେବୃଆରି ୨୦ରେ ବସିବ ବିଧାନସଭା ସର୍ବଦଳୀୟବୈଠକ SATYA SANDHANA DESK Feb 15, 2023 ଭୁବନେଶ୍ୱର,୧୫ା୨(ଏସଏସନିଉଜ)ବଜେଟଅଧିବେଶନ ପାଇଁ ଫେବୃଆରି ୨୦ରେ ବସିବ ବିଧାନସଭା ସର୍ବଦଳୀୟବୈଠକ ।ବାଚସ୍ପତି ବିକ୍ରମକେଶରୀଆରୁଖଙ୍କ ଅଧ୍ୟକ୍ଷତାରେ ଏହିବୈଠକ ଅନୁଷ୍ଠିତ… Read More...