ଅପରାଧ ଆଜିଠାରୁ ବାମରା ବନ୍ଦ SATYA SANDHANA DESK Jul 28, 2022 ଭୁବନେଶ୍ୱର,୨୮/୭(ଏସ ଏସ ନିଉଜ)୪ଦଫାଦାବିନେଇ ଆଜିଠାରୁ ବାମରା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ବାମରା ମୁକ୍ତିଧାମ କମିଟି ପକ୍ଷରୁ ଏହି ବନ୍ଦ ଡାକରା… Read More...
ଅପରାଧ ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ SATYA SANDHANA DESK Jul 28, 2022 ନୟାଗଡ଼,୨୮/୭(ଏସ ଏସ ନିଉଜ)ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରି ଟ୍ୟୁସନ୍ ସାର୍ ଗିରଫ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା… Read More...
ଅପରାଧ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର SATYA SANDHANA DESK Jul 28, 2022 ସମ୍ବଲପୁର,୨୮/୭(ଏସ ଏସ ନିଉଜ)ଘର ପଛପଟୁ +୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବୁର୍ଲା ଥାନା ଢିପାପଡ଼ା ଗାଁରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି… Read More...
ଅପରାଧ ସାବଧାନ ମାତିଛନ୍ତି ମହୁମାଛି SATYA SANDHANA DESK Jul 28, 2022 ବିନିକା,୨୮/୭(ଏସ ଏସ ନିଉଜ) ମହାନଦୀ ବ୍ରିଜ ଉପରେ ମହୁମାଛି ଆତଙ୍କ ଦେଖା ଦେଇଛି। ବ୍ରିଜ ତଳେ ବସା ବାନ୍ଧିଥିବା ମହୁମାଛି ଆକ୍ରମଣରେ ୫ଜଣ ଆହତ ହୋଇଥିବାବେଳେ ମହୁମାଛି… Read More...
ଓଡ଼ିଶା ସିରିଜ ପୋଛିନେଲା ଭାରତ SATYA SANDHANA DESK Jul 28, 2022 ଭୁବନେଶ୍ୱର,୨୮/୭(ଏସ ଏସ ନିଉଜ) ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ହରାଇ ସିରିଜ ପୋଛିନେଇଛି ଭାରତ। ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନିକିଆକୁ ୧୧୯ ରନରେ ଜିତିଛି ଭାରତ।… Read More...
ଅପରାଧ ବିଷ ପିଇଲା ସାନଭାଇ SATYA SANDHANA DESK Jul 28, 2022 ବଲାଙ୍ଗିର,୨୮/୭(ଏସ ଏସ ନିଉଜ) ବଡ଼ଭାଇର ମୃତ୍ୟୁ ଖବର ଶୁଣି ବିଷ ପିଇଲା ସାନଭାଇ। ବେଲପଡ଼ା ଥାନା କୁମ୍ଭାରଖାନ୍ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । କାଲି ଛେଲିଆମାଲ… Read More...
ଅପରାଧ ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର SATYA SANDHANA DESK Jul 28, 2022 ପାରଳାଖେମୁଣ୍ଡି,୨୮/୭(ଏସ ଏସ ନିଉଜ)କ୍ଲାସରୁମ୍ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ରାଣୀପେଣ୍ଠ ସ୍ଥିତ ଘରୋଇ ନର୍ସିଂ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର… Read More...
ଅପରାଧ ମାଲକାନଗିରିରେ ଆଂଶିକ ପ୍ରଭାବ SATYA SANDHANA DESK Jul 28, 2022 ମାଲକାନଗିରି,୨୮/୭(ଏସ ଏସ ନିଉଜ) ଆଜିଠୁ ନକ୍ସଲଙ୍କ ସହିଦ ସପ୍ତାହ ପାଳନ ହେଉଛି ।ଏହାର ପ୍ରଭାବ ମାଲକାନଗିରିରେ ଆଂଶିକ ଭାବେ ଦେଖଦେଇଛି । କେବଳ ସରକାରୀ ବସ୍ ବନ୍ଦ… Read More...
ରାଶିଫଳ ଆଜିର ରାଶିଫଳ SATYA SANDHANA DESK Jul 27, 2022 ୨୦୨୨ ମସିହା ଜୁଲାଇ ମାସ ୨୮ ତାରିଖ (ଗୁରୁବାର)ଚିତାଲାଗି ଅମାବାସ୍ୟା ଓ ଶ୍ରୀମନ୍ଦିରେ ଚିତ୍ରକ ପର୍ବ ,ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ଅମାବାସ୍ୟା ରା ଘ୧୧/୮… Read More...
ଅପରାଧ ପଶୁପକ୍ଷୀଙ୍କ ସେବା ନା ଅତିଥି ସେବା ! SATYA SANDHANA DESK Jul 26, 2022 ବାରଙ୍ଗ,୨୬/୭(ଏସଏସନିଉଜ)ମଙ୍ଗଳବାରଦିନଅପରାହ୍ନରେ ବନ୍ୟପ୍ରାଣୀଚିକିସ୍ାଳୟକୁ ପ୍ରଦାନ କରାଯାଇଥିବା ବେଟାରୀଚାଳିତ ଗାଡିରେ କେତେଜଣ ବସି ବୁଲୁଥିଲେ ।ଯେହେତୁ ଡାକ୍ତରଙ୍କ… Read More...