ଆଜିର ଅନୁଚିନ୍ତା

 ତାରିଖ - ୧୪:୦୪:୨୦୨୧ (ବୁଧବାର)

0 243

➡️ମନ ପବିତ୍ର ହେଲେ ଗୋବରଗଡିଆ ଗଙ୍ଗା ! ଧନ ନୁହେଁ ବରଂ ଗୁଣର ଆଦର ସବୁଠି ହୋଇଥାଏ !
➡️ଅଯୋଗ୍ୟକୁ ଯୋଗ୍ୟ ବନେଇବା ସହଜ କିନ୍ତୁ ବିଶ୍ବାସ ଘାତିକୁ ପୁଣି ଥରେ ବିଶ୍ବସ୍ତ ବନେଇବା ବହୁତ କଷ୍ଟ
➡️ ଯିଏ ଦୁଃଖ ବେଳେ ଉଦବେଗ ପ୍ରକାଶ କରେନାହିଁ କି ସୁଖ ବେଳେ ଆତ୍ମହରା ହୋଇପଡେ ନାହିଁ, ସେ ହିଁ ବାସ୍ତବରେ ସୁଖୀ ।
➡️ଯେତେବେଳେ ଯାଏଁ ନିଜ ଆଖିରେ ନ ଦେଖିଛ କିମ୍ବା ନିଜ କାନରେ ନ ଶୁଣିଛ କୌଣସି କଥାକୁ ବିଶ୍ୱାସ କରିବ ନାହିଁ, ଯଦି ବିଶ୍ବାସ କରିବ ସମ୍ପର୍କରେ ଫାଟ ସୃଷ୍ଟି ହେବ ।
➡️Time କୁ ବର୍ବାଦ କର ନାହିଁ Because ସମୟ ତୁମକୁ ବି ବର୍ବାଦ କରି ପାରେ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ. !ଜୟ ଜଗନ୍ନାଥ!

Leave A Reply

Your email address will not be published.