Browsing Category

ମହାନଗର

ବ୍ଲକ ସମ୍ମୁଖରେ ବିକ୍ଷୋଭ କଲେ ଅଖିଳ ଭାରତ କ୍ଷେତ ମଜଦୁର ୟୁନିଅନ

ଚନ୍ଦ୍ରଶେଖରପୁର,୨୬/୭(ଏସ ଏସ ନିୟୁଜ) ସୋମବାର ଦିନ ଅଖିଳ ଭାରତ କ୍ଷେତ ମଜଦୁର ୟୁନିଅନ ଚନ୍ଦକା ଆଞ୍ଚଳିକ କମିଟି ପକ୍ଷରୁ ଭୁବନେଶ୍ୱର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…
Read More...

ଦେଶର ପ୍ରଥମ ସହର ଭାବରେ ପୁରୀରେ Drink from Tap

ଭୁବନେଶ୍ୱର,୨୬/୭(ଏସ ଏସ ନିୟୁଜ) ଆଜି ପୁରୀରେ Drink from Tap ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ କାର୍ଯ୍ୟକାରୀ…
Read More...

ଥାଳି ବାଡେଇ ପ୍ରତିବାଦ କଲେ ଅଟୋ ମାଲିକ ସଂଘ

ଭୁବନେଶ୍ୱର,୨୬/୭(ଏସ ଏସ ନିୟୁଜ)ରାସ୍ତା ଉପରେ ଥାଳି ବଜାଇ ଅଟୋ ଚାଳକମାନେ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି।ମହାତ୍ମା ଗାନ୍ଧୀ ମାର୍ଗରେ ଅନଲାଇନ ଅଟୋ ସଙ୍ଘ ତରଫରୁ…
Read More...

ଉଦ୍ଧାରହେଲା ବିରଳ ପ୍ରଜାତିର କଇଁଛ

ଭୁବନେଶ୍ୱର, ୨୬/୭(ଏସଏସନିୟୁଜ) ରସୁଲଗଡ ଜିଜିପି କଲୋନୀରୁ ଏକ ବିରଳ ପ୍ରଜାତିର କଇଁଛ ଛୁଆ ଉଦ୍ଧାର କରିଛି ସିଟି ଫରେଷ୍ଟ । ଇଣ୍ଡିଆନ ଷ୍ଟାର ଟର୍ଟୋଇଜ ପ୍ରଜାତିର ବିରଳ…
Read More...

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ପୁରୀ, ୨୬/୭(ଏସଏସନିୟୁଜ) ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବାସେଲି ସାହି ଥାନା ଅର୍ନ୍ତଗତ ଓଡ଼ିଆ ମଠ ନିକଟରେ ରହୁଥିବା ଜିତେନ୍ଦ୍ର ପୁରୋହିତ ନାମକ ଯୁବକଙ୍କୁ ନିର୍ମମ…
Read More...

ଚିକିସ୍‌। ପାଇଁ ଚେୟାରରେ ବୁହାହୋଇ ଗଲେ ମହିଳା

ସୁନ୍ଦରଗଡ଼, ୨୬/୭(ଏସଏସନିୟୁଜ) ଶୁକ୍ରବାର ରାତିରେ ହାତୀ ଆକ୍ରମଣରେ ଶିକାର ହୋଇ ଗୁରୁତର ହୋଇଥିଲେ ମହିଳାକୁ ଚିକିସ୍‌ାପାଇଁ ଚେୟାରରେ ବୋହି ବୋହି ଡାକ୍ତରଖାନା ନେଲେ…
Read More...

ପୁଣି ଖୋଲିଲା ହୀରାକୁଦର ଦୁଇଟି ଗେଟ

ସମ୍ବଲପୁର,୨୬/୭(ଏସଏସନିୟୁଜ)ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହୋଇଛି । ରବିବାର ରାତିରେ ହୀରାକୁଦ ଜଳସ୍ତର ପୁଣିଥରେ ୬୦୯ ଫୁଟ୍…
Read More...

ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର କରାଇବାକୁ ଦାବି କଲା ବିଜେପି

ଭୁବନେଶ୍ବର, ୨୫/୭(ଏସଏସନିୟୁଜ)ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର ନକରାଇଲେ ରାଜ୍ୟ ନିର୍ବାଚନ କମିସନଙ୍କୁ ହଟାଇବାକୁ ମହାଭିଯୋଗ ପ୍ରସ୍ତାବ ଆଣିବାକୁ…
Read More...