Browsing Category
ଅପରାଧ
ଚୋରାଗାଡି ଜବତ,ଜଣେ ଗିରଫ
ମେଣ୍ଢାଶାଳ,୨୩।୫(ଏସଏନିଉଜ ) ମଙ୍ଗଳବାର ରାଜଧାନୀ ଉପକଣ୍ଠ ଯାଁଳା ଅଞ୍ଚଳର ରାଧାଚରଣପୁର ଗ୍ରାମରୁ ଏକ ବାଇକ୍ ଚୋରି କରି ଜଣେ ଗିରଫ୍ ହୋଇ ଆଜି କୋର୍ଟ ଚାଲାଣ ହୋଇଛି ।…
Read More...
Read More...
ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା
ଭୁବନେଶ୍ୱର,୨୪।୫(ଏସଏସ ନିଉଜ) ରାଜଧାନୀ ଭୁବନେଶ୍ୱରୟୁନିଟ-୧ ଜିଇଡି ବସ୍ତିରେ ରହୁଥିବା ସୁଶାନ୍ତ ନାୟକ ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଜୀବନ ଯାଇଛି। ପୋଲିସ ଘଟଣାସ୍ଥଳରେ…
Read More...
Read More...
ସ୍କୁଟିଥୋଇ କୁଆଡେଗଲେ ଯୁବତୀ ?
ବାରଙ୍ଗ,୨୦।୫(ଏସ ଏସନିଉଜ) ଶନିବାର ରାତିରେ ମୁଣ୍ଡଳୀ ବ୍ରିଜ ଉପରେ ଥୁଆ ହୋଇଥିବା ଏକ ସ୍କୁଟିକୁ ଗୋଡିସାହି ଫାଣ୍ଡି ପୋଲିସ ଉଦ୍ଧାର କରିଛି।ସ୍କୁଟିକୁ ନେଇ ଆସିଥିବା…
Read More...
Read More...
ମୋବାଇଲ ଚୋରିକରି ବନ୍ଧା ହେଲେ ଯୁବକ
ଯାଁଳା,୨୦।୫(ଏସଏସନିଉଜ )ଶନିବାର ରାଜଧାନୀ ଉପକଣ୍ଠ ୧୬ନମ୍ବର ଜାତୀୟ ରାଜପଥ କଡରେ ଯାଁଳା ଅଞ୍ଚଳର ଗଙ୍ଗପଡା ନିକଟରୁ ମୋବାଇଲ୍ ଚୋରି କରିଥିବା ଅଭିଯୋଗରେ ଜଣକୁ ପୋଲିସ୍…
Read More...
Read More...
ସ୍ଥାୟୀ ପୋଲିସ ଚୟନବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି
ଭୁବନେଶ୍ବର,୨୦ା୫(ଏସଏସନିଉଜ) ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ (Police Recruitment Board) ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ…
Read More...
Read More...
ଜଳିଗଲା ମୋବସ୍
ରାଉରକେଲା,୨୦ା୫(ଏସଏସନିଉଜ) ନିଆଁ ଲାଗି ଜଳିଯାଇଛି ମୋ ବସ୍ାଯାହାଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବସରେ ଯାଉଥିବା ଯାତ୍ରୀାରାଉରକେଲାରୁ ବେଦବ୍ୟାସ ଯିବା ବେଳେ…
Read More...
Read More...
ବିଦ୍ୟୁତଖୁଂଟରୁ ପଡି ଶ୍ରମିକ ଗୁରୁତର
ବାରଙ୍ଗ,୨୦ା୫(ଏସଏସନିଉଜ) ଏକ ନୂତନ ଗୃହକୁ ବିଦ୍ୟୁତ୍ ସଂଯୋଗ କରିବା ସମୟରେ ବିଦ୍ୟୁତ୍ ଆଘାତ ଲାଗି ଖୁଣ୍ଟରୁ ତଳକୁ ପଡ଼ି ଜଣେ କର୍ମଚାରୀ ଗୁରୁତରଆହତ ହୋଇଛନ୍ତି।ଏଭଳି…
Read More...
Read More...
ବନ୍ଧାହେଲେ ୨ଯୁବକ
ଜଟଣୀ,୧୭।୫(ଏସଏସନିଉଜ)ଜଟଣୀ ଓ ଡେଲାଙ୍ଗ ଥାନା ଅଞ୍ଚଳରେ ଆତଙ୍କରାଜ୍ ଚଳାଇଥିବା ଦୁଇ ଯୁବକଙ୍କୁ ଗିରଫ କରି ଝାରପଡ଼ା ଜେଲ୍ ହାଜତକୁ ପଠାଇଛି ଜଟଣୀଥାନା ପୁଲିସ। ଦୁଇ…
Read More...
Read More...
ଝାରସୁଗୁଡ଼ାରେ ଲଜ୍ଜା
ଝାରସୁଗୁଡ଼ା,୧୭।୫(ଏସଏସନିଉଜ)ବଡ଼ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ଭଳି ଲଜ୍ୟାଜନକ ଖବର ସାମ୍ନାକୁ ଆସିଛି । ଲଖନପୁର ଥାନାଞ୍ଚଳରେ…
Read More...
Read More...
ସ୍କୁଟିକୁ ଧକାଦେଲା ବସ
ହିଞ୍ଜଳିକାଟୁ,୧୭।୫(ଏସଏସ ନିଉଜ) ସାରୁ ମଝିରେ ଇସାର ପେଟ୍ରୋଲ ପମ୍ପ ସାମ୍ନାରେ ଦୁର୍ଘଟଣା ଘଟିଛି।ସଂକଟ ତାରିଣୀ ନାମକ ବସଟି ରାସ୍ତାପାର ହେଉଥିବା ଜଣେ ସ୍କୁଟି ଚାଳକକୁ…
Read More...
Read More...