Browsing Category
ଅପରାଧ
ଟ୍ରାକ୍ଟର ନେଲା ଭାଗଚାଷୀଙ୍କ ଜୀବନ
କେନ୍ଦୁଝର,୧୯/୭(ଏସ ଏସ ନୁଜ) ଟ୍ରାକ୍ଟର ଓଲଟି ଜଣେ ଭାଗ ଚାଷୀଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଶିବନାରାୟଣପୁର ଗୋଡା ଗାଁ ରୁଗୁଡି…
Read More...
Read More...
ରୁଚିକା ପାଇଁ ଓଡିଶା ବନ୍ଦ
ଭଦ୍ରକ,୧୯/୭(ଏସ ଏସ ନିଉଜ)ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ନ୍ୟାୟ ଦାବିରେନବନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଭଦ୍ରକ 16 ନଂ ଜାତୀୟ ରାଜପଥ…
Read More...
Read More...
ଟିପର୍ ପଛରୁ ପିଟିଲା ବସ୍
କୋରାପୁଟ,୧୯/୭(ଏସ ଏସ ନିଉଜ)ଟିପର୍କୁ ପଛରୁ ବସ୍
ପିଟିବାଦ୍ୱାର ୧୦ ଯାତ୍ରୀ ଆହତ ହୋଇଥିବାର ଜଣାପଡିଛି ।ଏନ୍ଏଚ୍-୨୬ର ଶୁଣ୍ଡିପୁଙ୍ଗାର ଛକ ନିକଟରେ ଦୁର୍ଘଟଣା ଘଟିଛି…
Read More...
Read More...
ଜିପ ସହ ଗଂଜେଇ ଜବତ
ଲମତାପୁଟ,୧୯/୭(ଏସ ଏସ ନିଉଜ)ସାହୁପୁଟ ଛକରୁ ୨୦ ଲକ୍ଷର ଗଞ୍ଜେଇ ସହ ଜିପ୍ ଜବତ ହୋଇଛି ।ଆନ୍ଧ୍ରରୁ ପାଡୁଆ ଅଭିମୁଖେ ଚାଲାଣ ବେଳେ ଧରାପଡ଼ିଲା ।ତେବେ କୌଶଳ କ୍ରମେ ଚାଳକ…
Read More...
Read More...
ଏସପିଙ୍କ ବାସଭବନ ପାଚେରି ଭାଙ୍ଗିଲା
ସମ୍ବଲପୁର, ୧୮/୭(ଏସଏସନିଉଜ) କାର୍ ଧକ୍କାରେ ଏସପିଙ୍କ ବାସଭବନ ପାଚେରି ଭାଙ୍ଗିଛି ।ଏହି ଘଟଣାରେ ୫ଜଣ ଆହତ ହୋଇଥିବାର ଜଣାପଡିଛି । ଜଣେ ଆଇନଜୀବୀଙ୍କ ଗାଡ଼ି ଏହି…
Read More...
Read More...
ବିଟେକ୍ ଛାତ୍ରଙ୍କଠାରୁ ୨.୫ଲକ୍ଷ ଠକେଇ
ଭୁବନେଶ୍ୱର,୧୮/୭(ଏସଏସନିଉଜ) ସେୟାର ମାର୍କେଟ ନାଁରେ ବିଟେକ୍ ଛାତ୍ରଙ୍କ ଠାରୁ ୨.୫ ଲକ୍ଷ ଠକେଇର ଅଭିଯୋଗ ହୋଇଛି । ଆମେରିକାରେ ରହୁଥିବା ମହିଳା ଜଣଙ୍କ ଠକିଥିବା ଅଭିଯୋଗ…
Read More...
Read More...
ନିଖୋଜ ଦୋକାନୀଙ୍କୁ ହତ୍ୟା ସନ୍ଦେହ
ପାରାଦୀପ,୧୮/୭(ଏସ ଏସ ନିଉଜ) ୫ ଦିନରୁ ନିଖୋଜ ଥିବା ଦୋକାନୀଙ୍କୁ ହତ୍ୟା ସନ୍ଦେହ ।ରଙ୍ଗିଆଗଡ଼ ପୋଲ ନିକଟ ଦୋକାନ ଘରେ ଲାଗିଛି ରକ୍ତ ଦାଗ।ରକ୍ତ ଦାଗ ସହ ବାଇକ୍ ମଧ୍ୟ…
Read More...
Read More...
ଗେଟ୍ରେ ତାଲା ପକାଇ ପ୍ରତିବାଦ କଲେ ଛାତ୍ର
ବ୍ରହ୍ମପୁର,୧୮/୭(ଏସ ଏସ ନିଉଜ)ବ୍ରହ୍ମପୁରବିଶ୍ୱବିଦ୍ୟାଳୟରେ୨ ଛାତ୍ରଙ୍କୁ ପରୀକ୍ଷା ବାରଣକୁ ନେଇ ଉତ୍ତେଜନା ଦେଖାଦେଇ ଛି ।ଚତୁର୍ଥ ସେମିଷ୍ଟର ପାଇଁ ୨ ଛାତ୍ରଙ୍କୁ…
Read More...
Read More...
ଟିକା ନପାଇ ତାଲା ପକାଇଲେ ଲୋକ
ବାଲେଶ୍ବର, ୧୬/୭(ଏସଏସନିଉଜ) ଟିକା ନ ମିଳିବାରୁ ବାଲେଶ୍ବରରେ ଭ୍ୟାକ୍ସିନେସନ ରୁମରେ ତାଲା ପକାଇଦେଲେ ଲୋକେ । କେବଳ ଅନଲାଇନ ରେଜିଷ୍ଟ୍ରେସନରେ ଟିକାକରଣ ହେଉଥିବାରୁ…
Read More...
Read More...
୫୦ଲିଟର ଦେଶୀମଦ ସହ ଜଣେ ଗିରଫ
ମେଣ୍ଢାଶାଳ,୧୫/୭(ଏସଏସନିଉଜ)ବିଝଂଗିରି ଗାଁର ଆଦିବାସୀସାହିରେ ଚୋରା ଦେଶୀମଦ ବିକ୍ରି ହେଉଥିବାର ଖବର ପାଇ ସନ୍ଧ୍ୟା ସମୟରେ ମେଣ୍ଢାଶାଳ ଫାଣ୍ଡିପୋଲିସ ଅଚାନକଭାବେ ଚଢଉ…
Read More...
Read More...