ଭବାନୀପାଟଣାରେ ତେଜିଲା ବିଜେଡ଼ି କନ୍ଦଳ

ଭବାନୀପାଟଣା ,୨୮ା୬(ଏସଏସନିଉଜ) ଭବାନୀପାଟଣା ପୌରପାଳିକାରେ ତେଜିଲା ବିଜେଡ଼ି କନ୍ଦଳାପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କୁ ହଟାଇବାକୁ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି…
Read More...

ରଥଯାତ୍ରା ପାଇଁ ୩୧୫ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୨୮ା୬(ଏସଏସନିଉଜ)ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ପେଶାଲ ଟ୍ରେନ୍‌ାମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି…
Read More...

୩ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ବର,୨୮ା୬(ଏସଏସନିଉଜ) ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୩ଦିନ ରାଜ୍ୟରେ ପ୍ରବଳ…
Read More...

ଛାତ୍ରର ଆକ୍ରମଣରେ ଅନ୍ୟ ଜଣେ ଛାତ୍ର ଗୁରୁତର

ଭୁବନେଶ୍ବର,୨୮ା୬(ଏସଏସନିଉଜ) ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଜଣେ ଛାତ୍ରର…
Read More...

ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ

ଭୁବନେଶ୍ବର,୨୮ା୬(ଏସଏସନିଉଜ) ଦକ୍ଷିଣ-ପଶ୍ଚିମ ମୌସୁମୀ ହିମାଚଳ ପ୍ରଦେଶରେ ପ୍ରବେଶ କରିବା ମାତ୍ରେ ହିଁ ବର୍ଷା ଆରମ୍ଭ ହୋଇଯାଇଛି ।ମୌସୁମୀ ବର୍ଷା କାରଣରୁ ବିଭିନ୍ନ…
Read More...

ପୁରୀ ହେବ ଭାରତର ସର୍ବଶ୍ରେଷ୍ଠ ତୀର୍ଥକ୍ଷେତ୍ର

ପୁରୀ, ୨୮।୬(ଏସଏସନିଉଜ) ଶ୍ରୀକ୍ଷେତ୍ରକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ତୀର୍ଥକ୍ଷେତ୍ର ଭାବେ ପରିଗଣିତ କରାଯିବ ବୋଲି କହିଛନ୍ତି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
Read More...

ମନୋଜଆହୁଜା ହେଲେ ମୁଖ୍ୟ ଶାସନସଚିବ

ଭୁବନେଶ୍ୱର,୨୮।୬(ଏସଏସନିଉଜ) କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି…
Read More...

ରାଜ୍ୟରେ ହୋଇପାରେ କଲେଜ ନିର୍ବାଚନ

ଭୁବନେଶ୍ଵର,୨୭।୬(ଏସଏସନିଉଜ)ରାଜ୍ୟରେ ହୋଇପାରେ ଛାତ୍ରସଂସଦ ନିର୍ବାଚନ।ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀସୁରଜ ଗୁରୁବାର ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଏହି…
Read More...

ଆଉ ଦେଖାଦେବନି ସାରା

ବାରଙ୍ଗ,୧୮।୬(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦକାନନର ଅନ୍ୟତମ ଆକର୍ଷଣୀୟ ତଥା ଶୋଭାବଢାଉଥିବା ଜଙ୍ଗଲବାଘୁଣୀ ସାରା ବୁଧବାର ଦିନ ମୃତୁବରଣ କରିଛି।ମୃତ୍ୟୁ ବେଳେକୁ ସାରାକୁ…
Read More...