ଖେଳ ବ୍ଲକସ୍ତରୀୟ କ୍ରିଡାପ୍ରତିଯୋଗୀତା ଉଦ୍ଘାଟନ SATYA SANDHANA DESK Jan 2, 2024 ମେଣ୍ଢାଶାଳ,୨ା୧(ଏସଏସନିଉଜ) ମେଣ୍ଢାଶାଳସରକାରୀଉଚ୍ଚବିଦ୍ୟାଳୟଖେଳପଡିଆରେ ମଙ୍ଗଳବାରଦିନ ଭୁବନେଶ୍ୱରବ୍ଲକସ୍ତରୀୟ କ୍ରିଡାପ୍ରତିଯୋଗୀତା ଉଦଘାଟନ ହୋଇଯାଇଛି… Read More...
ଓଡ଼ିଶା ମେଣ୍ଢାଶାଳ ଗାଁରେ ପଶିଲା ହାତୀ SATYA SANDHANA DESK Jan 2, 2024 ବାରଙ୍ଗ,୧ା୧(ଏସଏସନିଉଜ)ଶନିବାରବିଳମ୍ଭିତରାତିରେ ଏକ ବିରାଟକାୟ ଦନ୍ତାହାତୀ ମେଣ୍ଢଶାଳଗ୍ରାମରେ ପଶି ଦୈାରାତ୍ମ୍ୟ ସୃଷ୍ଟିକରି ଫେରିଯାଇଛି ।ଏହି ଦନ୍ତାଟି ଦେଉଳିଆପାହଡ… Read More...
ଅପରାଧ ବସ୍-ଟ୍ରକ ମୁହାଁମୁହିଁ ଧକ୍କା ୨ମୃତ SATYA SANDHANA DESK Jan 2, 2024 ସାଲେପୁର,୨।୧(ଏସଏସନିଉଜ) ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳା ଓ ୨ ଜଣ ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି।ନିଶ୍ଚିନ୍ତକୋଇଲି… Read More...
ଅପରାଧ ୬ହଜାର ପାଇଁ ତଣ୍ଟି କାଟିଦେଲେ SATYA SANDHANA DESK Jan 2, 2024 ଚନ୍ଦ୍ରଶେଖରପୁର,୨।୧(ଏସଏସନିଉଜ)୬ହଜାର ଟଙ୍କା ପାଇଁ ତଣ୍ଟି କାଟି ଲୁଟିନେଲେ ଲୁଟେରା। ଚନ୍ଦ୍ରଶେଖରପୁର ଥାନା ଡମଣା ଗାଁ ଭିତରେ ଘଟିଛି ଏହିଭଳି ଅଭାବନୀୟଘଟଣା । ଲୁଟେରା… Read More...
ଅପରାଧ ରାଜଧାନୀରେ ବିସ୍ଫୋରଣ! SATYA SANDHANA DESK Jan 2, 2024 ଭୁବନେଶ୍ୱର,୨।୧(ଏସଏସନିଉଜ)ରାଜଧାନୀରେ ଭୟଙ୍କର ବିସ୍ଫୋରଣ ଘଟିଛି।ବିସ୍ଫୋରଣ ରେ ଝାରପଡା ଅଞ୍ଚଳରେ ଉଡିଛି ଛାତ ଓ ଭାଙ୍ଗିଛି କାନ୍ଥ।ଗତକାଲି ବିଳମ୍ବିତ ରାତିରେ ଘଟିଛି… Read More...
ଅପରାଧ ପୋଖରୀରୁ ମିଳିଲା ଶିଶୁପୁତ୍ରର ମୃତଦେହ SATYA SANDHANA DESK Jan 2, 2024 ସୋର,୨।୧(ଏସଏସନିଉଜ)ନିଖୋଜ ହୋଇଥିବା ୩ବର୍ଷର ଶିଶୁପୁତ୍ରର ମୃତଦେହ ଉଧାର ହୋଇଛି।ଘର ନିକଟ ପୋଖରୀରୁ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି।୪ନମ୍ବର ୱାର୍ଡ ରାୟପୁର… Read More...
ଅପରାଧ ହାତୀ ପାଇଁ ରାସ୍ତାରୋକ SATYA SANDHANA DESK Jan 2, 2024 କଣ୍ଟାମାଳ,୨।୧(ଏସଏସନିଉଜ)ଗତକିଛି ଦିନଧରି ଜଙ୍ଗଲୀ ହାତୀ ଉପଦ୍ରଵ ଯୋଗୁ ଗ୍ରାମବାସୀ ଅତିଷ୍ଠ ହୋଇପଡିଥିଲେ।ହାତୀ ଭୟରେ ଘରୁ ବହାରିବାକୁ ନିରାପଦ ମଣୁନଥିଲେ।ଜଙ୍ଗଲ… Read More...
ଅପରାଧ ଓ୍ବାଟକୋ ଶାଖାରେ ଅଗ୍ନିକାଣ୍ଡ SATYA SANDHANA DESK Jan 2, 2024 ବ୍ରହ୍ମପୁର,୨।୧(ଏସଏସନିଉଜ) ଜନସ୍ବାସ୍ଥ୍ୟ ବିଭାଗର ୱାଟକୋ ଶାଖାରେ ଅଗ୍ନିକାଣ୍ଡ ଘଟିଛି।ନିଆଁଲାଗି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଥିବା… Read More...
ଓଡ଼ିଶା ବଢୁଛି କରୋନା SATYA SANDHANA DESK Jan 2, 2024 ଭୁବନେଶ୍ୱର,୨।୧(ଏସଏସନିଉଜ)ଆଉ ୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ ଦିନକରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯୫ଜଣଙ୍କ କୋଭିଡ୍… Read More...
ଓଡ଼ିଶା ସ୍ଥାୟୀ ବେଞ୍ଚର ଆବଶ୍ୟକତା ନାହିଁ SATYA SANDHANA DESK Jan 2, 2024 ଭୁବନେଶ୍ୱର,୨।୧(ଏସଏସନିଉଜ)ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେସ୍ଥାୟୀ ବେଞ୍ଚର ଆବଶ୍ୟକତା ନଥିବା କହିଲେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ… Read More...