Browsing Category
ମହାନଗର
ବନ୍ଧାହେଲେ ମଦ୍ୟପ ସ୍ୱାମୀ
ମେଣ୍ଢାଶାଳ,୨୬ା୪(ଏସଏସନିଉଜ)ନିଜ ପତ୍ନୀଙ୍କୁ ଅକଥନୀୟ ଅତ୍ୟାଚାର କରିବାସହ ଶାଶୁଶଶୁରଙ୍କୁ ପନିକିଧରି ମାରିବାକୁ ଉଦ୍ୟମ କରୁଥିବା ନିସାଶକ୍ତ ସ୍ୱାମୀକୁ ପୋଲିସ ବୁଧବାରଦିନ…
Read More...
Read More...
ଓଡ଼ିଶାକୁ ଫେରିଲା ମାସ୍କ କଟକଣା
ଭୁବନେଶ୍ୱର,୨୫।୪(ଏସଏସନିଉଜ)ଓଡ଼ିଶାରେ ପୁଣି ଫେରିଲା ମାସ୍କ କଟକଣା।ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ମାସ୍କ ପିନ୍ଧିବା ହୋଇଛି ବାଧ୍ୟତାମୂଳକ।ଦିନକୁଦିନ ବିଭିନ୍ନ ରାଜ୍ୟରେ…
Read More...
Read More...
ସହିଦଙ୍କୁ ସମ୍ମାନ ଜଣାଇ ୭କିମି ଶୋଭାଯାତ୍ରା
ସାକ୍ଷୀଗୋପାଳ,୨୩ା୪(ଏସଏସନିଉଜ)ଅମର ରହେ ଅମର ରହେ.. ସହିଦ ଦେବାଶିଷ ଅମର ରହେ।ଏହି ନାରାବାଜିରେ ହଜାରହଜାର ଜନତା ସହିଦ ସୈନିକ ଦେବାଶିଷବିଶ୍ବାଳଙ୍କ ମରଶରୀରକୁ ତାଙ୍କ…
Read More...
Read More...
ଆଜି ରଥ ନିର୍ମାଣ ଅନୁକୂଳ
ପୁରୀ,୨୩ା୪(ଏସଏସନିଉଜ)ପରମ୍ପରାଅନୁଯାୟୀ ପବିତ୍ର ଅକ୍ଷୟତୃତୀୟାରେ ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।…
Read More...
Read More...
ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି: ଆଜି ଉଠିବ ଥାଳ
ସମ୍ବଲପୁର, , ୨୩ା୪(ଏସଏସନିଉଜ) ସମ୍ବଲପୁର ପ୍ରସିଦ୍ଧଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ‘ଥାଳଉଠା ’କାର୍ଯ୍ୟକ୍ରମ ରବିବାର ଅକ୍ଷୟତୃତୀୟା ଦିନ ଅନୁଷ୍ଠିତ ହେବାକୁ ଯାଉଛି ।…
Read More...
Read More...
ଆଜି ୧୮ ଜିଲ୍ଲାରେ ଝଡ଼ବର୍ଷା
ଭୁବନେଶ୍ବର,୨୩ା୪(ଏସଏସନିଉଜ) ରାଜ୍ୟରେ ଅଧିକାଂଶସ୍ଥାନରେ କାଳବୈଶାଖୀ ପ୍ରଭାବ ଫଳରେ ତାତିରୁ ଆଶ୍ବସ୍ତି ମିଳିଛି। ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ…
Read More...
Read More...
ଆଜିଠୁ ଚନ୍ଦନ ଯାତ୍ରା
ଭୁବନେଶ୍ୱର,୨୩ା୪(ଏସଏସନିଉଜ)ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା। ଅସହ୍ୟ ଗରମ, ଗୁଳୁଗୁଳିରୁ ରକ୍ଷା ପାଇବା…
Read More...
Read More...
କାରକୁ ଧକ୍କାଦେଇ ଗଛରେ ପିଟିଲା ହାଇୱା
ବାରଙ୍ଗ, ୨୨।୪ (ଏସଏସନିଉଜ)ବାରଙ୍ଗଥାନା ଅନ୍ତର୍ଗତ ତ୍ରିଶୂଳିଆ ବାଙ୍କୀ ରାସ୍ତାର ପାଟପୁର ନାଣ୍ଡିଆକଂଟା ନିକଟରେ ଶନିବାରରାତିରେ ଭାରସାମ୍ୟ ଏକ କାରକୁ ଧକ୍କାଦେଇଛି…
Read More...
Read More...
ଶୀଘ୍ର ପୂରଣହେବ ଡ୍ରାଇଭରଙ୍କ ଦାବି !
ଭୁବନେଶ୍ୱର,୨୨ା୪(ଏସଏସନିଉଜ) ଖୁବଶୀଘ୍ର ପୂରଣହେବାକୁ ଯାଉଛି ଡ୍ରାଇଭରଙ୍କ ଦାବି । ଡ୍ରାଇଭର କଲ୍ୟାଣବୋର୍ଡ ଗଠନହେବାନେଇ ନିଷ୍ପତି ହୋଇଛି । ଡ୍ରାଇଭର ଏକତା ମହାମଞ୍ଚର…
Read More...
Read More...
ଘର ଛାଡ଼ିଲେରାହୁଲ
କଟକ ,୨୨ା୪(ଏସଏସନିଉଜ) ଦିଲ୍ଲୀର୧୨, ତୋଗଲକରୋଡ଼ସ୍ଥିତ ସରକାରୀ ବଙ୍ଗଳା ଛାଡ଼ିଛନ୍ତି କଂଗ୍ରେସନେତା ରାହୁଲଗାନ୍ଧି। ଲୋକସଭାସାଂସଦ ପଦରୁ ସେ ଅଯୋଗ୍ୟ ଘୋଷିତହେବାପରେ…
Read More...
Read More...