Browsing Category
ଅପରାଧ
ବିଷ ପିଇଲା ସାନଭାଇ
ବଲାଙ୍ଗିର,୨୮/୭(ଏସ ଏସ ନିଉଜ) ବଡ଼ଭାଇର ମୃତ୍ୟୁ ଖବର ଶୁଣି ବିଷ ପିଇଲା ସାନଭାଇ। ବେଲପଡ଼ା ଥାନା କୁମ୍ଭାରଖାନ୍ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । କାଲି ଛେଲିଆମାଲ…
Read More...
Read More...
ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ପାରଳାଖେମୁଣ୍ଡି,୨୮/୭(ଏସ ଏସ ନିଉଜ)କ୍ଲାସରୁମ୍ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ରାଣୀପେଣ୍ଠ ସ୍ଥିତ ଘରୋଇ ନର୍ସିଂ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର…
Read More...
Read More...
ମାଲକାନଗିରିରେ ଆଂଶିକ ପ୍ରଭାବ
ମାଲକାନଗିରି,୨୮/୭(ଏସ ଏସ ନିଉଜ) ଆଜିଠୁ ନକ୍ସଲଙ୍କ ସହିଦ ସପ୍ତାହ ପାଳନ ହେଉଛି ।ଏହାର ପ୍ରଭାବ ମାଲକାନଗିରିରେ ଆଂଶିକ ଭାବେ ଦେଖଦେଇଛି । କେବଳ ସରକାରୀ ବସ୍ ବନ୍ଦ…
Read More...
Read More...
ପଶୁପକ୍ଷୀଙ୍କ ସେବା ନା ଅତିଥି ସେବା !
ବାରଙ୍ଗ,୨୬/୭(ଏସଏସନିଉଜ)ମଙ୍ଗଳବାରଦିନଅପରାହ୍ନରେ ବନ୍ୟପ୍ରାଣୀଚିକିସ୍ାଳୟକୁ ପ୍ରଦାନ କରାଯାଇଥିବା ବେଟାରୀଚାଳିତ ଗାଡିରେ କେତେଜଣ ବସି ବୁଲୁଥିଲେ ।ଯେହେତୁ ଡାକ୍ତରଙ୍କ…
Read More...
Read More...
ସ୍କୁଲ ଗେଟ୍ରେ ତାଲା
ରାଉରକେଲା,୨୬/୭(ଏସ ଏସ ନିଉଜ)ସ୍କୁଲ ଗେଟ୍ରେ ତାଲା ପକାଇ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି । ଏକଲବ୍ୟ ମଡେଲ ଆବାସିକ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଲେ…
Read More...
Read More...
ହାତୀକୁ ଗୁଳି
ନରସିଂହପୁର,୨୬/୭(ଏସ ଏସ ନିଉଜ) ନୂଆଗଡ଼ ଜଙ୍ଗଲରେ ପୁଣି ଏକ ହାତୀକୁ ଗୁଳିମାଡ଼ ହୋଇଥିବାର ଜଣାପଡିଛି ।
ଶିକାରୀ ଗୁଳି କରିଥିବା ସ୍ୱୀକାର କଲେ ଦାୟିତ୍ୱରେ ଥିବା ରେଞ୍ଜର…
Read More...
Read More...
ପ୍ରକୃତି ମିଶ୍ରଙ୍କ ଘରେ ପୋଲିସ
ଭୁବନେଶ୍ୱର,୨୬/୭(ଏସ ଏସ ନିଉଜ) ଅଭିଭାବକଙ୍କ ଉପସ୍ଥିତିରେ ପ୍ରକୃତି ମିଶ୍ରଙ୍କୁ ପଚରାଉଚରା କରିଛି ପୋଲିସ।
ମହିଳା ପୋଲିସ ଅଧିକାରୀ ପ୍ରକୃତି ମିଶ୍ରଙ୍କୁ ୧ ଘଣ୍ଟା କାଳ…
Read More...
Read More...
ଟ୍ରାକ୍ଟର ଓଲଟି ୨ ମହିଳା ମୃତ
ରାଇରଙ୍ଗପୁର, ୨୬/୭(ଏସଏସନିଉଜ) ଟ୍ରାକ୍ଟର ଓଲଟି ୨ ମହିଳା ମୃତୁବରଣ କରିଥିବାବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ବାଦାମପାହାଡ଼ ଥାନା ପୁରୁଣିଆ ଗାଁ…
Read More...
Read More...
ଲିଫ୍ଟ ବାହାନାରେ ଲୁଟିଲେ
ଜଳେଶ୍ୱର, ୨୬/୭(ଏସଏସନିଉଜ) ଲିଫ୍ଟ ଦେବା ବାହାନାରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍ କରାଯାଇଥିବାର ଅଭିଯୋଗ ହୋଇଛି । ୪ରୁ ୫ ଜଣ ଦୁର୍ବୁତ ଆକ୍ରମଣ କରି ୧ ଲକ୍ଷ ୭୦…
Read More...
Read More...
ଥାନାରେ ଅଟକ ବଙ୍ଗୀୟ ଯୁବତୀ
ଭୁବନେଶ୍ୱର,୨୬/୭(ଏସଏସନିଉଜ) ଏକ ଲଜର କର୍ମଚାରୀ ଓ ବଙ୍ଗୀୟ ଯୁବତୀଙ୍କ ମଧ୍ୟରେ ବଚସା ହୋଇଥିବାର ଜଣାପଡିଛି । ରୁମ୍ ଭଡ଼ା ଟଙ୍କାକୁ ନେଇ ଲକ୍ଷ୍ମୀସାଗର ସ୍ଥିତ ଏକ ଲଜ୍…
Read More...
Read More...