ଅପରାଧ ୱାର୍ଡମେମ୍ବରଙ୍କ ମୁଣ୍ଡଫଟାଇ ନିଲମ୍ବିତ ହେଲେASI SATYA SANDHANA DESK Sep 11, 2023 ଖୋର୍ଦ୍ଧା,୧୧ା୯(ଏସଏସନିଉଜ)ଜଙ୍କିଆ ଥାନାASI ନିରଞ୍ଜନ ମହାନ୍ତି ନିଲମ୍ବିତ ହୋଇଛନ୍ତି ।ୱାର୍ଡମେମ୍ବରଙ୍କୁ ଆକ୍ରମଣ କରିବା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରିଛନ୍ତି… Read More...
ଅପରାଧ ବିକଟାଳ ଶବ୍ଦ କରୁଥିବା ବୁଲେଟକୁ ଜବତକଲା ପୋଲିସ SATYA SANDHANA DESK Sep 11, 2023 ଭୁବନେଶ୍ବର,୧୧ା୯(ଏସଏସନିଉଜ)ଗତକଲି କମିସନରେଟ୍ ଟ୍ରାଫିକ୍ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୮୧ଜଣ ନିୟମ ଉଲ୍ଲଂଘନକାରୀଙ୍କ ବାଇକ୍କୁ ଜବତ… Read More...
ଅପରାଧ ଠକିଦେଲେ ଭଣ୍ଡବାବା! SATYA SANDHANA DESK Sep 11, 2023 ଭୁବନେଶ୍ବର,୧୧ା୯(ଏସଏସନିଉଜ)ଗତକଲି ଗ୍ରହଦୋଷ ଖଣ୍ଡନ କରିବାନାଁରେ ଜଣେ ବିବାହିତ ମହିଳାଙ୍କୁ ପ୍ରେମଜାଲରେ ଫସାଇ ଲକ୍ଷାଧିକଟଙ୍କାପଇସା ନେଇ ବିବାହକରିବାର ପ୍ରତିଶୃତି… Read More...
ଅପରାଧ ଲୁଟ୍ପାଟ ଅଭିଯୋଗରେ ଲିପା, ସିପୁ ଗିରଫ SATYA SANDHANA DESK Sep 11, 2023 ଜଟଣୀ,୧୧ା୯(ଏସଏସନିଉଜ) ଜି. ସୋମନାଥନାମକ ବ୍ୟକ୍ତି ଶୁକ୍ରବାରଦିନ ଖୋର୍ଦ୍ଧାରୁ ଆଇଆଇଟି ରାସ୍ତାରେ ଜଟଣୀକୁ ବାଇକ୍ରେ ଯାଉଥିବା ବେଳେ ଦୁଇ ଅଭିଯୁକ୍ତ ତାଙ୍କୁ ପିଛା କରି… Read More...
ଓଡ଼ିଶା ନିଯୁକ୍ତହେବେ ୨୦ହଜାର ପ୍ରାଥମିକଶିକ୍ଷକ SATYA SANDHANA DESK Sep 11, 2023 ଭୁବନେଶ୍ୱର,୧୧ା୯(ଏସଏସନିଉଜ) ରାଜ୍ୟରେ ନିଯୁକ୍ତ ପାଇବାକୁ ଯାଉଛନ୍ତି ୨୦ ହଜାର ପ୍ରାଥମିକ ଶିକ୍ଷକାଏଥିନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ସରକାରୀ ପ୍ରାଥମିକ… Read More...
ଅପରାଧ ହାତୀ ଆକ୍ରମଣରେ ୨ ବନକର୍ମଚାରୀ ଗୁରୁତର SATYA SANDHANA DESK Sep 11, 2023 ମୟୁରଭଞ୍ଜ,୧୧ା୯(ଏସଏସନିଉଜ)ବେତନଟୀରେଞ୍ଜ ବଡାମପୁରସେକ୍ସନ ଅଧୀନ ମେର୍ଦ୍ଦା ଉପକଣ୍ଠ ବେଣାପୁରା ଗ୍ରାମ ନିକଟରେ ବଣୁଆ ହାତୀ ଆକ୍ରମଣରେ ଫରେଷ୍ଟର ପ୍ରଦୀପ ଦେହୁରୀ ଓ ଜଣେ… Read More...
ଓଡ଼ିଶା ଅମରଲଡୁ ବାଂଟିଲେ ଗରୁଡ SATYA SANDHANA DESK Sep 10, 2023 ଡେଲାଙ୍ଗ,୧୦ା୯(ଏସଏସନିଉଜ) ସାକ୍ଷୀଗୋପାଳ ମନ୍ଦିରରେ କାଳୀୟଦଳନପର୍ବ ଅନୁଷ୍ଠିତ ହୋଇଯାଇଛିା ଗୋଧନବାହୁଡାଧୁପପରେ ବିଜେ ପ୍ରତିମା ମଦନମୋହନଓ ଲବଣୀଚେରା ସୁସଜିତବିମାନରେ… Read More...
ରାଶିଫଳ ଆଜିରଦିନଟି କିପରିକଟିବ ଜାଣନ୍ତୁ ଆଜିରରାଶିଫଳ SATYA SANDHANA DESK Sep 10, 2023 ୧୧-୯-୨୦୨୩(ସୋମବାର)ଅଦ୍ୟ ସିଂହ ଦି୬ନ, ଭାଦ୍ରବ କୃଷ୍ଣଦ୍ଵାଦଶୀ ଦ୪୫।୧୦ରାଘ ୧୧।୪୧,ପୁଷ୍ୟା ଦ୩୭।୨୭ ରାଘ୮।୩୬,କର୍କଟ ଚନ୍ଦ୍ର ଦ୬୦ନିଶାନ୍ତ।ଯୋଗିନୀନୈଋତେ । ରାତ୍ରି… Read More...
ଅପରାଧ ଚୋରୀ ବିଦ୍ୟୁତତାର ସହ ଅଟୋ ଜବତ,ଦୁଇ ଗିରଫ SATYA SANDHANA DESK Sep 10, 2023 ବାରଙ୍ଗ,୧୦|୯ (ଏସଏସନିଉଜ)ବିଦ୍ୟୁତତାର ଏବଂ ଜିଆଇପୋଲ ଚୋରି ଘଟଣାରେ ଫେରାର ଦୁଇ ଅଭିଯୁକ୍ତଙ୍କୁ ଗିରଫକରିଛି ବାରଙ୍ଗଥାନା ପୋଲିସ। ସେମାନେହେଲେ କଟକ… Read More...
ଅପରାଧ ଯୁବତୀଙ୍କୁ ଛୁରାମାଡ଼ SATYA SANDHANA DESK Sep 10, 2023 କଟକ,୧୦ା୯(ଏସଏସନିଉଜ) ଦୋଳମୁଣ୍ଡାଇ ଛକରେ ଯୁବତୀଙ୍କୁ ଛୁରାମାଡ଼ ହୋଇଛି ।ଏକ ପାର୍ଲର ଭିତରେ ପଶି ଛୁରାମାଡ଼ କରିଛି ଯୁବକାପୁରୀଘାଟ ଅଞ୍ଚଳର ଯୁବତୀ ପାର୍ଲରର କର୍ମଚାରୀ… Read More...