ରାଶିଫଳ ଆଜିର ରାଶିଫଳ SATYA SANDHANA DESK Sep 9, 2023 ୨୦୨୩ମସିହା ସେପ୍ଟେମ୍ବରମାସ ୧୦ତାରିଖ ରବିବାର।ସ୍ମାର୍ତ୍ତ ସମ୍ମତ ଓ ଶ୍ରୀମନ୍ଦିରରେ କାଳୀୟ ଦଳନଏକାଦଶୀ ଉପବାସ, ଶ୍ରୀମନ୍ଦିରରେ କାଳୀୟ ଦଳନ ବେଶ ଓ ଧେନୁକାସୁରବଧ… Read More...
ଅପରାଧ ଜଳିଗଲା ଶ୍ରମିକସେଡ୍ SATYA SANDHANA DESK Sep 9, 2023 କଟକ,୯ା୯(ଏସଏସନିଉଜ) ଜଗତପୁର ଅନ୍ତର୍ଗତ ନଜରପୁର ଗ୍ରାମରେ ଶୁକ୍ରବାରରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଶ୍ରମିକମାନେ ରହୁଥିବା ତାଙ୍କର ସେଡ୍ଟି ଜଳିଯାଇଛି ।… Read More...
ଓଡ଼ିଶା ବନ୍ଦହେଲା ମାତାରିଣୀଙ୍କ ଭୋଗନଡ଼ିଆ ନିଲାମ SATYA SANDHANA DESK Sep 9, 2023 ଘଟଗାଁ,୮ା୯(ଏସଏସନିଉଜ) ଘଟଗାଁର ଅଧିଷ୍ଠାତ୍ରୀଦେବୀ ମାତାରିଣୀଙ୍କ ଭୋଗ ନଡ଼ିଆ ନିଲାମ ପ୍ରକ୍ରିୟାକୁ ଆଜି ବାତିଲ କରାଯାଇଛି । ମାନସିକ ନଡ଼ିଆକୁ ମାଙ୍କଠାରେ ଭୋଗଲାଗିବା… Read More...
ଓଡ଼ିଶା ଜି-୨୦ ସମ୍ମିଳନୀରେ ଝଲସୁଛି ଓଡ଼ିଶାର ଐତିହ୍ୟ SATYA SANDHANA DESK Sep 9, 2023 ଭୁବନେଶ୍ୱର,୯ା୯(ଏସଏସନିଉଜ) ଜି-୨୦ ସମ୍ମିଳନୀର ସ୍ୱାଗତ ସ୍ଥଳରେ ଶୋଭାପାଉଛି କୋଣାର୍କ ଚକ୍ରାକୋଣାର୍କ ଚକ୍ରର ପ୍ରଚ୍ଛଦପଟ୍ଟରେ ଅତିଥିଙ୍କୁ ସ୍ୱାଗତ କରିଛନ୍ତି… Read More...
ଓଡ଼ିଶା ନନ୍ଦନକାନନକୁ ଆଇଜଲ୍ ରୁ ଆସିଲା ୫ନୂଆଜନ୍ତୁ SATYA SANDHANA DESK Sep 9, 2023 ବାରଙ୍ଗ,୮।୯(ଏସଏସନିଉଜ) ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଶୁକ୍ରବାରରାତିରେ ୫ନୂଆ ଅତିଥିଆସି ପହଁଚିଛନ୍ତି । ମିଜୋରାମର ଆଇଜଲ୍… Read More...
ରାଶିଫଳ ଆଜିର ରାଶିଫଳ SATYA SANDHANA DESK Sep 8, 2023 ୨୦୨୩ମସିହା ସେପ୍ଟେମ୍ବରମାସ ୯ତାରିଖ ଶନିବାର, ଶ୍ରୀମନ୍ଦିର ରେ ଶ୍ରୀଜୀଉମାନଙ୍କର ବଣଭୋଜିବେଶ, କୋଳିବିକା ଓ ବକାସୁର ଏବଂ ଅଘାସୁରବଧ ପ୍ରସ୍ତାବ।ସୁର୍ଯ୍ୟୋଦୟ- ପ୍ରାତଃ… Read More...
ଅପରାଧ ପଦ୍ମକେଶରୀପୁରରୁ ୧୬ଗିରଫ SATYA SANDHANA DESK Sep 7, 2023 ଚନ୍ଦ୍ରଶେଖରପୁର,୭ା୯(ଏସଏସନିଉଜ) ମଞ୍ଚେଶ୍ଵରଥାନା ଅଧିନସ୍ଥ ପଦ୍ମକେଶରୀପୁରରେ ପୂର୍ବ ବିବାଦକୁ କେନ୍ଦ୍ର କରି ଉପୁଜିଥିବା ଗଣ୍ଡଗୋଳ ଘଟଣାରେ ପୋଲିସ ଆଜି ଉଭୟପକ୍ଷରୁ… Read More...
ଓଡ଼ିଶା ଅକ୍ଟୋବର ୪ରୁ ଦଶମ ଷାଣ୍ମାସିକପରୀକ୍ଷା SATYA SANDHANA DESK Sep 7, 2023 ଭୁବନେଶ୍ୱର,୭ା୯(ଏସଏସନିଉଜ) ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦଶମଶ୍ରେଣୀ ଷାଣ୍ମାସିକପରୀକ୍ଷା ପାଇଁ ସୂଚୀ ଜାରି କରାଯାଇଛି । ଅକ୍ଟୋବର ୪ ତାରିଖରୁ ଦଶମ ଶ୍ରେଣୀ… Read More...
ଅପରାଧ ଭୁବନେଶ୍ୱରରୁ ଜବତହେଲା ଚୋରାସୁନା SATYA SANDHANA DESK Sep 7, 2023 ଭୁବନେଶ୍ୱର,୭ା୯(ଏସଏସନିଉଜ) ରାଜଧାନୀ ଭୁବନେଶ୍ୱରରୁ ଜବତ ହୋଇଛି ପାଖାପାଖି ଅଢେଇ କିଲୋଗ୍ରାମ ଓଜନର ଚୋରାସୁନାଜଣେ ବ୍ୟକ୍ତିଙ୍କପାଖରୁ ଡାଇରେକ୍ଟୋରେଟ ରେଭିନ୍ୟୁ… Read More...
ଅପରାଧ ଗିରଫହେଲେ ୨ବାଉନ୍ସର SATYA SANDHANA DESK Sep 7, 2023 ଭୁବନେଶ୍ୱର,୭ା୯(ଏସଏସନିଉଜ) ଦାଦାବଟି ନଦେବାରୁ ଜଣେ ବାରକର୍ମଚାରୀଙ୍କୁ ଅପହରଣ କରି ମାଡମାରିବା ଅଭିଯୋଗରେ ୨ଜଣବାଉନ୍ସରକୁ ଏୟାରଫିଲ୍ଡ ଥାନା ପୁଲିସ ୧୮୨/୨୩କେଶନଂରେ ଏକ… Read More...