Browsing Category

ମହାନଗର

୧୧ରୁଶିକ୍ଷକ ନିଯୁକ୍ତି ଆବେଦନ

ଭୁବନେଶ୍ୱର, ୨୩/୧୧(ଏସଏସନିଉଜ) ୭ ହଜାର୫୪୦ ଶିକ୍ଷକ ନିଯୁକ୍ତିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୱେବ୍‌ସାଇଟରେ ବିଜ୍ଞପ୍ତି ଜାରି କଲା ଙଝଝଉ ।ଙଝଝଉ ଅଧ୍ୟକ୍ଷ…
Read More...

ମୁକ୍ତାକାଶ କାରାଶ୍ରମ ପରିଦର୍ଶନକଲେ ଡିଆଇଜି

ମେଣ୍ଢାଶାଳ,୨୩/୧୧(ଏସଏସନିଉଜ)ଜାମୁଝରିସ୍ଥିତ ବିଜୁପଟ୍ଟନାୟକକାରାଶ୍ରମରେ କଟକରେଞଡିଆଇଜି କୁଳମଣିବେହେରା ବୁଧବାରଦିନ ପରିଦର୍ଶନରେ ଆସି ଫେରିଛନ୍ତି ।ସେ କାରାଶ୍ରମରେ…
Read More...

ଶୀତକାଳୀନ ବିଧାନସଭା ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର,୨୩/୧୧(ଏସଏସ ନିଉଜ)ଶୀତକାଳୀନ ବିଧାନସଭା ଅଧିବେଶନ ଲାଗି କମିଶନରେଟ ପୁଲିସର ସୁରକ୍ଷା ବ୍ୟବସ୍ଥା । ୩୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ। ୩ସ୍ତରୀୟ ସୁରକ୍ଷା…
Read More...

ପରଲୋକରେ କଟକର ପୂର୍ବତନ ଡେପୁଟିମେୟର

କଟକ,୨୩/୧୧(ଏସଏସ ନିଉଜ)କଟକ ମହାନଗରନିଗମର ପୂର୍ବତନ ଡେପୁଟିମେୟର ତଥା ଶଙ୍କରପୁର ବାଦାମବାଡ଼ି ପୂଜାକମିଟିର କାର୍ଯ୍ୟକାରୀସଭାପତି ତଥା କଟକ ଘରୋଇବସ୍ ମାଲିକସଂଘର…
Read More...

ପରଲୋକରେ ପୂର୍ବତନମନ୍ତ୍ରୀ ଗୋଲକବିହାରୀନାଏକ

ଭୁବନେଶ୍ୱର,୨୩/୧୧(ଏସଏସନିଉଜ)ପୂର୍ବତନମନ୍ତ୍ରୀ ଗୋଲକବିହାରୀନାଏକଙ୍କ ପରଲୋକ ଘଟିଛି । ୬୫ବର୍ଷ ବୟସରେ ହାର୍ଟଆଟାକରେ ତାଙ୍କର ଦେହାନ୍ତହୋଇଥିବା ଜଣାପଡିଛି ।ଦୀର୍ଘଦିନରୁ…
Read More...

ଗଣମାଧ୍ୟମ ଉପରେ ବର୍ଷିଲେ ଅକ୍ଷୟପରିଜା

ଭୁବନେଶ୍ୱର,୨୩/୧୧(ଏସ ଏସନିଉଜ)ଇଡିରେ ହାଜର ବେଳେ କିଛି ଗଣମାଧ୍ୟମ ଉପରେ ବର୍ଷିଲେ ଅକ୍ଷୟ ପରିଜା ।କହିଲେ- କିଛି ଚ୍ୟାନେଲ ଦାୟିତ୍ୱହୀନ ଭାବେ ଖବର ପରିବେଷଣ…
Read More...

ନକ୍ସାରେ ସ୍ଥାନଦେଲେ ଗାଁର ଗୁରୁତ୍ୱପୁର୍ଣ ଜାଗା

ମେଣ୍ଢାଶାଳ,୨୧/୧୧(ଏସଏସନିଉଜ) ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥା ଅନୁକୁଲ୍ୟରେ କୃଷିବିଜ୍ଞାନବିଭାଗର ୪ର୍ଥବର୍ଷ ଶିକ୍ଷାର୍ଥୀମାନଙ୍କୁ ନେଇ ଏକ କାର୍ଯ୍ୟଦକ୍ଷତା ଶିବିର…
Read More...

ଚାରିଛୁଆଙ୍କୁ ଜନ୍ମଦେଲା ବିଜଲୀ

ବାରଙ୍ଗ,୨୨/୧୧(ଏସଏସନିଉଜ)ମଙ୍ଗଳବାରଦିନ ଏସୀୟସିଂହୀ ବିଜଲୀ ତାର ତୃତୀୟଗର୍ଭରୁ ୪ଟି ଶାବକକୁ ଜନ୍ମ ଦେଇଛି।ପ୍ରଥମଶାବକକୁ ୨ଟା୩୨,ଦ୍ୱତୀୟଶାବକକୁ୪ଟା୧୬,ତୃତୀୟଶାବକକୁ୫ଟା୩୬…
Read More...

ମହିମାପୀଠରେ ଜବରଦଖଲ ଉଚ୍ଛେଦ

ଢେଙ୍କାନାଳ,୨୨/୧୧(ଏସଏସ ନିଉଜ) ଯୋରନ୍ଦା ମହିମା ପୀଠରେ ଜବରଦଖଲ ଉଚ୍ଛେଦ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବକଳ ସମାଜଙ୍କ ମୁଖ୍ୟ…
Read More...

ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ହତ୍ୟା !

ବାରଙ୍ଗ,୨୨/୧୧(ଏସଏସନିଉଜ) ଚନ୍ଦକାଥାନା ଅଧିନସ୍ଥ ପାଇକରାପୁର ପାହାଡ଼ତଳୁ ମଙ୍ଗଳବାର ସକାଳୁ ଏକ ମୃତଦେହକୁ ଢାବ କରିଛି ପୋଲିସ । ମୃତ ଯୁବକ ହେଉଛନ୍ତି ରେତଙ୍ଗ ପଞ୍ଚାୟତର…
Read More...