Browsing Category
ଅପରାଧ
ଅଳ୍ପକେ ବର୍ତ୍ତିଲା ପୁରୀ-ଜଳେଶ୍ୱର ମେମୁ ଟ୍ରେନ
ଭୁବନେଶ୍ୱର,୭ା୧(ଏସଏସନିଉଜ) ଅଳ୍ପକେ ବର୍ତ୍ତିଯାଇଛି ପୁରୀ-ଜଳେଶ୍ୱର ମେମୁ ଟ୍ରେନ । ରାଜମହଲ ଓଭରବ୍ରିଜ ତଳେ ଟ୍ରେନ ଉପରେ ଛିଣ୍ଡି ପଡ଼ିଥିଲା ବିଦ୍ୟୁତ ତାରା ଟ୍ରେନ…
Read More...
Read More...
୯୦କେଜି ଗଞ୍ଜେଇ ଜବତ
ଭୁବନେଶ୍ୱର,୭ା୧(ଏସଏସନିଉଜ) ମହାରାଷ୍ଟ୍ର ଆଣ୍ଟିନାର୍କୋଟିକ୍ସ ସେଲ ଅମ୍ବରନାଥଅଞ୍ଚଳରୁ ୩ଡ୍ରଗ୍ ବେପାରୀଙ୍କୁ ଗିରଫକରିଛିା ଅନ୍ତର୍ଜାତୀୟବଜାରରେ ୧୭ଲକ୍ଷଟଙ୍କା ମୂଲ୍ୟର…
Read More...
Read More...
୧୯ଡିଗ୍ରୀ କଲେଜକୁ ସୋ-କଜ୍ ନୋଟିସ!
ଭୁବନେଶ୍ୱର,୭ା୧(ଏସଏସନିଉଜ) ୧୯ଡିଗ୍ରୀ କଲେଜକୁ ଉଚ୍ଚଶିକ୍ଷା ବିଭାଗର ସୋ-କଜ୍ ନୋଟିସ ଦିଆଯାଇଛି। ସାମ୍ସନିୟମ ଉଲ୍ଲଂଘନକରି ପିଲାଙ୍କ ଆଡମିଶନକରିଥିବାରୁ ପିଲାଙ୍କଭବିଷ୍ୟତ…
Read More...
Read More...
ଶାଳୀନାଁରେ ୩ମହଲାକୋଠା
ଭୁବନେଶ୍ୱର,୭ା୧(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଥିବା ଆରଡବ୍ଲ୍ୟୁଏସଏସର ଅଧୀକ୍ଷଣଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ବିପୁଳସଂପତ୍ତି ଠାବ ହୋଇଛିା ଏଯାବତ ୩ଟିକୋଠା ,…
Read More...
Read More...
ଭଦ୍ରେଶ୍ୱରଫାଣ୍ଡି ହେଲା ଥାନା
ଭୁବନେଶ୍ୱର, ୬ା୧(ଏଏସନିଉଜ)ଭଦ୍ରେଶ୍ୱରଫାଣ୍ଡିକୁ ଥାନାମାନ୍ୟତାପାଇଁ ପୂର୍ବତନମନ୍ତ୍ରୀ ତଥା ବିଧାୟକ ପ୍ରତାପଜେନାଙ୍କ ଉଦ୍ୟମରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ…
Read More...
Read More...
ଘାଟିରେ ବସ୍ ବ୍ରେକଫେଲ୍
ଗଞ୍ଜାମ,୬ା୧(ଏସଏସନିଉଜ) ପାଟପୁରଥାନା ଅଧୀନ ତପ୍ତପାଣି ଘାଟି ପାଳୁଖୋଳା ନିକଟରେ‘ମହାଲକ୍ଷ୍ମୀ’ ନାମକ ଘରୋଇ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।ଏହାଦ୍ୱାରା ୧୦ ଜଣଯାତ୍ରୀ…
Read More...
Read More...
ବିନାଛୁଟିରେ ରହିବା ପଡ଼ିଛି ମହଙ୍ଗା
ନବରଙ୍ଗପୁର,୬ା୧(ଏସଏସନିଉଜ) ବିନାଛୁଟିରେ ଅନୁପସ୍ଥିତରହିବା ପଡ଼ିଛି ମହଙ୍ଗା। ୩୦ଜଣଙ୍କ ମଧ୍ୟରୁ ୨୪ଜଣଶିକ୍ଷକଙ୍କୁ କାର୍ଯ୍ୟାନ୍ତର କରିଛନ୍ତି ଜିଲ୍ଲାପାଳ। ୨୦୧୦ରୁ ୨୦୨୨…
Read More...
Read More...
ଏଛୁଆ କାହାର!
ବାରଙ୍ଗ,୪ା୧(ଏସଏସନିଉଜ)ବିବାଦ ନନ୍ଦନକାନନର ପଛା ଛାଡୁନାହିଁ ।ପର୍ଯ୍ୟଟକମାନଙ୍କୁ ମାଡମାରିବାଠାରୁ ଆରମ୍ଭ କରି ଜୀବଜନ୍ତୁମାନଙ୍କର ଅକାଳ ମୃତ୍ୟୁା ତାସାଙ୍ଗକୁ ଟେଣ୍ଡରରେ…
Read More...
Read More...
ଚୋରାମଦ କରବାରରେ କାଉନସିଲର ସ୍ବାମୀ ଗିରଫ
ସୁନ୍ଦରଗଡ଼, ୫ା୧(ଏସଏସନିଉଜ) ଚୋରାମଦ ଚାଲାଣଅଭିଯୋଗରେ ସୁନ୍ଦରଗଡ଼ପୌର କାଉନସିଲରଙ୍କ ସ୍ବାମୀ ସୁକାନ୍ତ ରୋହିଦାସଙ୍କୁ ଗିରଫ କରିଛି ପୁଲିସ। ସୁକାନ୍ତଙ୍କ ନାମରେ ଆଗରୁ…
Read More...
Read More...
ବ୍ୟାଙ୍କ ଓ ଏଟିଏମ୍ ଟଙ୍କା ଲୁଟ୍
ନୀଳଗିରି, ୫ା୧(ଏସଏସନିଉଜ) ଦିନଦ୍ୱିପ୍ରହରରେ ବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଲୁଟ ହୋଇଛି। ବ୍ୟାଙ୍କକର୍ମଚାରୀଙ୍କୁ ବନ୍ଧୁକ ଓ ମାରଣାସ୍ତ୍ରଦେଖାଇ ଲକ୍ଷାଧିକଟଙ୍କା ଲୁଟ…
Read More...
Read More...